ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା-ଛତିଶଗଡ଼ ଗଢ଼ିବେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ

ନୂଆଦିଲ୍ଲୀ: ଆଗକୁ ମହାନଦୀରେ କୌଣସି ପ୍ରକଳ୍ପ ପାଇଁ ଓଡ଼ିଶା, ଛତିଶଗଡ଼ ଓ ସିଡବ୍ଲ୍ୟୁସି ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ପରେ ନିର୍ମାଣ କାମ ଆଗେଇବ। ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ସମାଧାନ ପାଇଁ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟକୁ ନେଇ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯିବାକୁ ମଧ୍ୟ ନିଷ୍ପତ୍ତି […]

dam

dam

Rakesh Mallick
  • Published: Friday, 29 July 2016
  • Updated: 29 July 2016, 10:25 PM IST

Sports

Latest News

dam

ନୂଆଦିଲ୍ଲୀ: ଆଗକୁ ମହାନଦୀରେ କୌଣସି ପ୍ରକଳ୍ପ ପାଇଁ ଓଡ଼ିଶା, ଛତିଶଗଡ଼ ଓ ସିଡବ୍ଲ୍ୟୁସି ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ପରେ ନିର୍ମାଣ କାମ ଆଗେଇବ। ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ସମାଧାନ ପାଇଁ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟକୁ ନେଇ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ କହିଛନ୍ତି, “କୌଣସି ପ୍ରକଳ୍ପ ହେଲେ ସମ୍ପୂର୍ଣ୍ଣ ତଥ୍ୟ ଆଦାନ ପ୍ରଦାନ କରାଯିବ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ କିଛି ପ୍ରକଳ୍ପ କଲେ ଆମକୁ ଜଣାଇବ। ତଳମୁଣ୍ଡରେ ଆମେ କିଛି ପ୍ରକଳ୍ପ କଲେ ତାଙ୍କୁ ଜଣାଇବୁ। ଛତିଶଗଡ଼ ସରକାର ଯାହା ପ୍ରକଳ୍ପ କରିଛନ୍ତି ଓ ଭବିଷ୍ୟତରେ କ’ଣ କରିବାକୁ ଯାଉଛନ୍ତି ସେ ବିଷୟରେ ଆମକୁ ଓ ସିଡବ୍ଲ୍ୟୁସିକୁ ଜଣାଇବେ। ଆମ ଉତ୍ତର ମିଳିବା ପରେ ଛତିଶଗଡ଼ ସରକାର ଯାହା କିଛି ପଦକ୍ଷେପ ନେବେ।”

ସେ କହିଛନ୍ତି, “ଦିଲ୍ଲୀ ବୈଠକରେ ଛତିଶଗଡ଼ ବ୍ୟାରେଜ ନିର୍ମାଣକୁ ଆମେ ଦୃଢ଼ ବିରୋଧ କରିଛୁ। ଛତିଶଗଡ଼ ସହ ୧୯୮୩ ଚୁକ୍ତିର ସ୍ପଷ୍ଟୀକରଣ ମାଗିଛୁ। ସ୍ପଷ୍ଟୀକରଣ ମିଳିବା ପରେ ଜେସିବି ନେଇ ଆଲୋଚନା ହେବ। ବ୍ୟାରେଜ କାମ ବନ୍ଦ ପାଇଁ ରହିତାଦେଶ ହୋଇନାହିଁ। ଆଶା କରୁଛୁ ଓଡ଼ିଶାକୁ ନ୍ୟାୟ ମିଳିବ।”

ଛତିଶଗଡ଼ ମୁଖ୍ୟ ଶାସନ ସଚିବ ବିବେକ୍‌ ଧଣ୍ଡ କହିଛନ୍ତି, “ଜଳ ସମ୍ପଦ ମନ୍ତ୍ରାଳୟ ଦେଇଥିବା ପରାମର୍ଶକୁ ଆମେ ଗ୍ରହଣ କରିଛୁ। ବିବାଦର ସମାଧାନ ପାଇଁ ଶୀଘ୍ର ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯିବ। ହୀରାକୁଦ ଡ୍ୟାମ୍‌ ପ୍ରତି କୌଣସି ବିପଦ ସୃଷ୍ଟି କରାଯିବ ନାହିଁ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏବଂ ଜଳ ସମ୍ପଦ ମନ୍ତ୍ରୀ ମୋ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଓଡ଼ିଶା ଆମର ଭଲ ପଡ଼ୋଶୀ। ଆମେ ପଡ଼ୋଶୀ ଧର୍ମ ପାଳନ କରିବୁ ଓ ମିଳିମିଶି ରହିବୁ।”

ଆଜି ନୂଆଦିଲ୍ଲୀର ଶ୍ରମଶକ୍ତି ଭବନରେ ଥିବା ଜଳ ସମ୍ପଦ ମନ୍ତ୍ରାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା। କେନ୍ଦ୍ର ଜଳ ସମ୍ପଦ ସଚିବ ଶଶୀ ଶେଖରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କ ସମେତ ଦୁଇ ରାଜ୍ୟର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story