ମହାନଦୀ ବିବାଦ: ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ବୈଠକ

ଭୁବନେଶ୍ୱର/ନୂଆଦିଲ୍ଲୀ: ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି ଦିଲ୍ଲୀରେ ଆନ୍ତଃରାଜ୍ୟ ବୈଠକ ବସିବ। କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟ ଏହି ବୈଠକ ଡକାଇଛି। ଏଥିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଯୋଗ ଦେବେ। ଅନ୍ୟପକ୍ଷରେ ମହାନଦୀରେ ଛତିଶଗଡ଼ ସରକାର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ କରି […]

arpa-1

arpa-1

Rakesh Mallick
  • Published: Thursday, 28 July 2016
  • Updated: 29 July 2016, 07:09 AM IST

arpa-1ଭୁବନେଶ୍ୱର/ନୂଆଦିଲ୍ଲୀ: ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଆସନ୍ତାକାଲି ଦିଲ୍ଲୀରେ ଆନ୍ତଃରାଜ୍ୟ ବୈଠକ ବସିବ। କେନ୍ଦ୍ର ଜଳ ସଂପଦ ମନ୍ତ୍ରଣାଳୟ ଏହି ବୈଠକ ଡକାଇଛି। ଏଥିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଯୋଗ ଦେବେ।

ଅନ୍ୟପକ୍ଷରେ ମହାନଦୀରେ ଛତିଶଗଡ଼ ସରକାର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ କରି ବିଜେଡି ତାଙ୍କ ବିରୁଦ୍ଧରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛି। ଏ ନେଇ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭାରେ ନୋଟିସ୍‌ ଦେଇଛନ୍ତି।

ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ବେଳେ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲିୟାନ ଦୁଇଟି ଭୁଲ୍ ତଥ୍ୟ ଦେଇଥିଲେ। ଅର୍ପା ଓ କେଲୋ ପ୍ରକଳ୍ପର ଡିପିଆର୍‌ ସଂପର୍କରେ ମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଛନ୍ତି।”

ସଂସଦରେ ଭୁଲ୍ ତଥ୍ୟ ଦେବା କଥାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାଲିୟାନ।

ସେ କହିଛନ୍ତି,“ଛତିଶଗଡ଼ ସରକାର ଦେଇଥିବା ତଥ୍ୟ ଆଧାରରେ ମୁଁ ସୂଚନା ଦେଇଥିଲି। ମୁଁ ଗୃହକୁ ଆଦୌ ବିଭ୍ରାନ୍ତ କରି ନାହିଁ। ସେମାନେ (ବିଜେଡି) ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣନ୍ତୁ, ତା’ପରେ ଦେଖାଯିବ।”

ବାଲିୟାନ କହିଛନ୍ତି,“ମହାନଦୀ ବିବାଦର ସମାଧାନ ପାଇଁ ଆସନ୍ତାକାଲି ବୈଠକ ଡକାଯାଇଛି। ଉଭୟ ରାଜ୍ୟକୁ ଏଥିରେ ଯୋଗ ଦେବାକୁ କୁହାଯାଇଛି। ଉଭୟ ରାଜ୍ୟଙ୍କ ମଧ୍ୟରେ ଆମେ କେବଳ ମଧ୍ୟସ୍ଥି ଭୂମିକା ନିର୍ବାହ କରିବୁ।”

କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ମଧ୍ୟ ବାଲିୟାନଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି,“କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂସଦରେ କୌଣସି ବିଭ୍ରାନ୍ତିକର ତଥ୍ୟ ଦେଇ ନାହାନ୍ତି। ବିଜେଡିର ଅଭିଯୋଗ ଭିତ୍ତିହୀନ। ଯଦି ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ଏଭଳି କରୁଥାଏ, ତା’ହେଲେ ଆମର କିଛି କହିବାର ନାହିଁ।”

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ପ୍ରସଙ୍ଗରେ ଉଭୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲିୟାନଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ବାଲିୟାନ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର ଲୋକସଭାରେ ବାଲିୟାନ କହିଥିଲେ ଯେ ୨୦୦୬ରେ କେଲୋ ପ୍ରକଳ୍ପର ଡିପିଆର୍ ଓଡ଼ିଶା ସରକାରଙ୍କୁ ପଠାଯାଇଥିଲା। ୨୦୦୯ରେ ଏହି ପ୍ରକଳ୍ପ ଅନୁମୋଦନ ପାଇଥିଲା। ସେତେବେଳେ ଓଡ଼ିଶା ସରକାର କାହିଁକି ବିରୋଧ କଲେ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story