ମହାନଦୀ ଏକ ପ୍ରସଙ୍ଗ ନୁହେଁ: ରମଣ ସିଂହ

ଭୁବନେଶ୍ୱର: ମହାନଦୀ ଏକ ପ୍ରସଙ୍ଗ ନୁହେଁ। ଏହାକୁ ପ୍ରସଙ୍ଗ କରାଯାଉଛି। ଏ ସମ୍ପର୍କରେ ଓଡ଼ିଶାର ଲୋକେ ଜାଣିଛନ୍ତି। ତଥାପି ଏହାକୁ ପଞ୍ଚାୟତ ନିର୍ବାଚନରେ ପ୍ରସଙ୍ଗ କରାଯାଇଥିଲା। ଏହି ସମସ୍ୟା ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବାକୁ ମୁଁ ପ୍ରସ୍ତୁତ ଅଛି। ଭୁବନେଶ୍ୱରରେ ଆୟୋଜିତ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏହା କହିଛନ୍ତି। ରମଣଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି,“ମହାନଦୀ […]

raman singh in odisha

raman singh in odisha

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 02:12 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ଏକ ପ୍ରସଙ୍ଗ ନୁହେଁ। ଏହାକୁ ପ୍ରସଙ୍ଗ କରାଯାଉଛି। ଏ ସମ୍ପର୍କରେ ଓଡ଼ିଶାର ଲୋକେ ଜାଣିଛନ୍ତି। ତଥାପି ଏହାକୁ ପଞ୍ଚାୟତ ନିର୍ବାଚନରେ ପ୍ରସଙ୍ଗ କରାଯାଇଥିଲା। ଏହି ସମସ୍ୟା ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବାକୁ ମୁଁ ପ୍ରସ୍ତୁତ ଅଛି। ଭୁବନେଶ୍ୱରରେ ଆୟୋଜିତ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏହା କହିଛନ୍ତି।

ରମଣଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି,“ମହାନଦୀ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ଓ ରମଣଙ୍କ ସହିତ ବୈଠକ ବସିଥିଲା। ମାତ୍ର କିଛି ଫଳ ମିଳିନଥିଲା।”

କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ତେଣୁ ଏ ପ୍ରସଙ୍ଗରେ କିଛି କହିବି ନାହିଁ। କେନ୍ଦ୍ର ଯୋଜନା ଅନୁସାରେ ତିସ୍ତା ନଦୀ ଜଳ ମହାନଦୀକୁ ଆସିଥାନ୍ତା। ମହାନଦୀ ଜଳ ବଢ଼ିଥିଲେ ଗୋଦାବରୀକୁ ଛଡ଼ା ଯାଇଥାନ୍ତା। ଏହା ହୋଇଥିଲେ ମହାନଦୀର ଜଳ ସମସ୍ୟା ରହିନଥାନ୍ତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story