ମହାନଦୀ ପ୍ରସଙ୍ଗ: ଆସନ୍ତାକାଲି ୪ଟି ଜିଲ୍ଲାରେ ବିଜେଡିର ହରତାଳ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଓଡ଼ିଶା ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ହରତାଳ ଡାକରା ଦେଇଛି। ଆସନ୍ତାକାଲି ରାଜ୍ୟର ୪ଟି ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବରଗଡ଼ରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦେଇଛି ଦଳ। ଆଜି ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ  ଏ ସୂଚନା ଦେଇଛନ୍ତି। ଏହି ହରତାଳରୁ ସବୁ ପ୍ରକାର ଅତ୍ୟାବଶ୍ୟକ […]

bjd

bjd

Rakesh Mallick
  • Published: Friday, 09 June 2017
  • Updated: 09 June 2017, 01:20 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଓଡ଼ିଶା ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ହରତାଳ ଡାକରା ଦେଇଛି। ଆସନ୍ତାକାଲି ରାଜ୍ୟର ୪ଟି ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବରଗଡ଼ରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦେଇଛି ଦଳ। ଆଜି ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ  ଏ ସୂଚନା ଦେଇଛନ୍ତି।

ଏହି ହରତାଳରୁ ସବୁ ପ୍ରକାର ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।

ତା’ପୂର୍ବରୁ ଆଜି ଅପରାହ୍ନ ୪ଟାବେଳେ ସଂପୃକ୍ତ ଜିଲ୍ଲା ଗୁଡ଼ିକରେ କେନ୍ଦ୍ର ଓ ଛତିଶଗଡ଼ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବିରୋଧରେ ପ୍ରଥପ୍ରାନ୍ତ ସଭା, ବାଇକ୍ ରାଲି ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story