ମହାନଦୀ ବିବାଦ ସମାଧାନ କରିବାକୁ ଓଡ଼ିଶା ଚାହୁଁନି: ବ୍ରିଜ୍‌ ମୋହନ ଅଗ୍ରୱାଲ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ପଞ୍ଚାୟତ ନିର୍ବାଚନ ପାର ହେବାକୁ ଚାହୁଁଛି। ଓଡ଼ିଶା ସରକାର ଏହି ବିବାଦର ସମାଧାନ ଚାହୁଁନାହାନ୍ତି ବୋଲି କହିଛନ୍ତି ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ ବ୍ରିଜ୍‌ ମୋହନ ଅଗ୍ରୱାଲ। ଅଗ୍ରୱାଲଙ୍କ ଏପରି ମନ୍ତବ୍ୟ ପରେ ମହାନଦୀକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି। ସେ କହିଛନ୍ତି,“ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ଚାହୁଁନି। ଏହାକୁ ଇସ୍ୟୁ କରି ପଞ୍ଚାୟତ ନିର୍ବାଚନ ପାର ହେବାକୁ ଯୋଜନା କରିଛି। ସେଥିପାଇଁ କେନ୍ଦ୍ର ବୁଝାମଣା କମିଟିକୁ […]

brizmohan agrawal

brizmohan agrawal

Rakesh Mallick
  • Published: Monday, 06 February 2017
  • Updated: 06 February 2017, 10:51 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ପଞ୍ଚାୟତ ନିର୍ବାଚନ ପାର ହେବାକୁ ଚାହୁଁଛି। ଓଡ଼ିଶା ସରକାର ଏହି ବିବାଦର ସମାଧାନ ଚାହୁଁନାହାନ୍ତି ବୋଲି କହିଛନ୍ତି ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ ବ୍ରିଜ୍‌ ମୋହନ ଅଗ୍ରୱାଲ। ଅଗ୍ରୱାଲଙ୍କ ଏପରି ମନ୍ତବ୍ୟ ପରେ ମହାନଦୀକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି।

ସେ କହିଛନ୍ତି,“ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ଚାହୁଁନି। ଏହାକୁ ଇସ୍ୟୁ କରି ପଞ୍ଚାୟତ ନିର୍ବାଚନ ପାର ହେବାକୁ ଯୋଜନା କରିଛି। ସେଥିପାଇଁ କେନ୍ଦ୍ର ବୁଝାମଣା କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି।”

ଅନ୍ୟପକ୍ଷରେ ମହାନଦୀ ପ୍ରସଙ୍ଗକୁ ନେଇ ଆଜି ସଂସଦରେ କେନ୍ଦ୍ର ଉପରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବର୍ଷିଛନ୍ତି। ସେ କହିଛନ୍ତି,“ମହାନଦୀକୁ ନେଇ ରାଜନୀତି କରା ନ ଯାଇ ଟ୍ରିବ୍ୟୁନାଲ ଗଠନ କରାଯାଉ।”

ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଚେକ୍‌ ଦେବା ପାଇଁ ବିଜେପି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଷ୍ଟାର ପ୍ରଚାରକ କରିଛି। ଆସନ୍ତା ୯ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ ରମଣ। ବଲାଙ୍ଗିର ଜିଲ୍ଲାରୁ ସେ ପ୍ରଚାର ଆରମ୍ଭ କରିବେ। ଏଥିସହ ସୁନ୍ଦରଗଡ଼ ଓ ମହାନଦୀ ଭାବାବେଗ ସହ ଜଡ଼ିତ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ପ୍ରଚାର କରିବେ। ଏଥିପାଇଁ ରାଜ୍ୟ ବିଜେପି କ୍ୟାମ୍ପ ଚଳଚଞ୍ଚଳ ହୋଇଉଠିଛି।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ବିଜେଡି ଓ କଂଗ୍ରେସର ଅତୀତ ଯେଉଁ ଅପକର୍ମକୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି ତାହା ରମଣ ଆସିଲେ ଖୋଲିଯିବ। ସେଥିପାଇଁ ଉଭୟ ଦଳ ଆତଙ୍କିତ ହୋଇପଡ଼ିଛନ୍ତି।”

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ଓଡ଼ିଶା ଆସିଲେ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ କହିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ରମଣ ଓଡ଼ିଶା ଆସିଲେ ବିଭିନ୍ନ ଗଣତାନ୍ତ୍ରିକ ଉପାୟ ଅମଲମ୍ୱନ କରି ତାଙ୍କୁ ବିରୋଧ କରାଯିବ। ଏତେ ଗୁଡ଼ିଏ ବ୍ୟାରେଜ ନିର୍ମାଣ କଲା ପରେ ମହାନଦୀ ସୁରକ୍ଷିତ ରହିବା ନେଇ ତାଙ୍କୁ ପ୍ରଶ୍ନ କରାଯିବ। ହୀରାକୁଦ ଡ୍ୟାମକୁ ଯେତିକି ପାଣି ଆସୁଥିଲା ସେତିକି ଆସିବ କି ନାହିଁ ତା’ର ଉତ୍ତର ମରଣଙ୍କୁ ଦେବାକୁ ପଡିବ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓଡ଼ିଶା ଆସିଲେ କ’ଣ ମୁଖା ଖୋଲିବେ ତାହା ବିଚାର ଜନସାଧାଣ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story