ମହାନଦୀ ବିବାଦ: ସମ୍ବଲପୁରରେ ବିଜୁ ମହିଳା ଜନତା ଦଳର କଳସଯାତ୍ରା

ସମ୍ବଲପୁର: ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଗତ ୨୦ ତାରିଖଠାରୁ ବିଜୁ ମହିଳା ଜନତା ଦଳ ଆରମ୍ଭ କରିଥିବା କଳସ ଶୋଭାଯାତ୍ରା ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି। ଦଳର ମହିଳା କର୍ମୀମାନେ ମହାନଦୀର ବାଲିବନ୍ଧ ଘାଟରୁ ପାଣି ଉଠାଇ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରି ଟାଉନ୍‌ହଲ୍‌ ସ୍ଥିତ ପଡ଼ିଆକୁ ଆସିଥିଲେ।  ସେଠାରେ ସେମାନେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ, ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ […]

sbp-kalash-jatra

sbp-kalash-jatra

Rakesh Mallick
  • Published: Monday, 22 August 2016
  • Updated: 22 August 2016, 12:58 PM IST

Sports

Latest News

sbpସମ୍ବଲପୁର: ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଗତ ୨୦ ତାରିଖଠାରୁ ବିଜୁ ମହିଳା ଜନତା ଦଳ ଆରମ୍ଭ କରିଥିବା କଳସ ଶୋଭାଯାତ୍ରା ଆଜି ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି। ଦଳର ମହିଳା କର୍ମୀମାନେ ମହାନଦୀର ବାଲିବନ୍ଧ ଘାଟରୁ ପାଣି ଉଠାଇ କଳସ ଶୋଭାଯାତ୍ରାରେ ସହର ପରିକ୍ରମା କରି ଟାଉନ୍‌ହଲ୍‌ ସ୍ଥିତ ପଡ଼ିଆକୁ ଆସିଥିଲେ।  ସେଠାରେ ସେମାନେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ, ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକାରେ କଳସ ଭାଙ୍ଗି ଥିଲେ।

ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ବିଜେଡିର ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ପ୍ରମିଳା ମଲ୍ଲିକ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଓ ବିଧାୟକ ରୋହିତ ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ପ୍ରମିଳା ମଲ୍ଲିକ କହିଛନ୍ତି,“ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରତିବାଦରେ ସମ୍ବଲପୁରରେ ବିଜୁ ମହିଳା ଜନତା ଦଳ  ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଛି। ଏ ପ୍ରସଙ୍ଗରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛୁ। କିନ୍ତୁ ସରକାର ଶୁଣୁ ନାହାନ୍ତି। ଆମେ ଆଉ କ’ଣ କଲେ କେନ୍ଦ୍ର ସରକାର ଆମ କଥା ଶୁଣିବେ? ମହିଳାମାନେ ଆଜି କଳସ ଯାତ୍ରା ମାଧ୍ୟମରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ, ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ  ଶ୍ରାଦ୍ଧ କରିଛନ୍ତି।”

ଗତକାଲି ଝାରସୁଗୁଡ଼ାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦଳୀୟ କର୍ମୀମାନେ ସ୍ଥାନୀୟ ମନମୋହନ ଉଚ୍ଚପ୍ରାଥମିକ ସ୍କୁଲ୍ ପଡ଼ିଆରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଓ ବସ୍‌ଷ୍ଟାଣ୍ଡ ନିକଟସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କେନ୍ଦ୍ର ଜଳ ସଂପଦକ ମନ୍ତ୍ରୀ ଉମା ଭାରତୀ, କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକା ଉପରେ କଳସ ଭାଙ୍ଗି ଥିଲେ। ଶନିବାର ଦିନ ବରଗଡ଼ରେ କଳସ ଶୋଭାଯାତ୍ରା ହୋଇଥିଲା।

ଆସନ୍ତାକାଲି ଦେବଗଡ଼ରେ ଦଳ କଳସ ଶୋଭାଯାତ୍ରା କରିବ। ୨୫ ତାରିଖରେ ସୁବର୍ଣ୍ଣପୁରରେ କଳସ ଶୋଭାଯାତ୍ରା ଶେଷ ହେବ।

ବିଜୁ ମହିଳା ଜନତା ଦଳ ଅଭିଯୋଗ କରିଛି ଯେ ଛତିଶଗଡ଼ ସରକାର ମହାନଦୀ ଉପରେ ଯେଉଁ ସବୁ ବ୍ୟାରେଜ୍ ନିର୍ମାଣ କରିଛନ୍ତି ତାହା ଓଡ଼ିଶା ସରକାରଙ୍କର ବିନା ଅନୁମତିରେ ହୋଇଛି। ସେଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ହୀରାକୁଦ ଜଳଭଣ୍ଡାରରେ ଜଳ ପ୍ରବାହ କମି ଯିବ। ଫଳରେ ଓଡ଼ିଶା ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story