ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ରିମାଣ୍ଡରେ ଗଲେ ମହିମା

ପାରାଦୀପ: ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଶିଳ୍ପପତି ମହିମା ମିଶ୍ରଙ୍କୁ ରିମାଣ୍ଡରେ ନେଇଛି ପାରାଦୀପ ପୋଲିସ୍‌। ପାରାଦୀପ ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଅପରାହ୍ନରେ କୁଜଙ୍ଗ ସ୍ଥିତ ସମଗୋଳ ଜେଲ୍‌କୁ ଯାଇ ମହିମାଙ୍କୁ ରିମାଣ୍ଡରେ ନେଇଥିଲେ। ଏହା ପୂର୍ବରୁ ମହିମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଗତ ୨୯ ତାରିଖରେ ପୋଲିସ୍‌ ମହିମାଙ୍କୁ ରିମାଣ୍ଡରେ ନେବାର ଥିଲା। ସ୍ୱାସ୍ଥ୍ୟଗତ […]

mahima-mishra

mahima-mishra

Rakesh Mallick
  • Published: Sunday, 01 January 2017
  • Updated: 02 January 2017, 07:27 AM IST

Sports

Latest News

ପାରାଦୀପ: ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଶିଳ୍ପପତି ମହିମା ମିଶ୍ରଙ୍କୁ ରିମାଣ୍ଡରେ ନେଇଛି ପାରାଦୀପ ପୋଲିସ୍‌। ପାରାଦୀପ ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଅପରାହ୍ନରେ କୁଜଙ୍ଗ ସ୍ଥିତ ସମଗୋଳ ଜେଲ୍‌କୁ ଯାଇ ମହିମାଙ୍କୁ ରିମାଣ୍ଡରେ ନେଇଥିଲେ। ଏହା ପୂର୍ବରୁ ମହିମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

ଗତ ୨୯ ତାରିଖରେ ପୋଲିସ୍‌ ମହିମାଙ୍କୁ ରିମାଣ୍ଡରେ ନେବାର ଥିଲା। ସ୍ୱାସ୍ଥ୍ୟଗତ କାରଣରୁ ରିମାଣ୍ଡ ଅବଧିକୁ ଘୁଞ୍ଚାଇ ଦିଆଯାଇଥିଲା।

ଡିସେମ୍ୱର ୨୫ ତାରିଖରେ ମହିମା ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକରେ ଅଟକ ରଖିଥିଲା। ୨୬ ତାରିଖରେ ଓଡ଼ିଶାର ଏକ ୬ ଜଣିଆ ଟିମ୍‌ ବ୍ୟାଙ୍କକ ଯାଇ ସେମାନଙ୍କୁ ଆଣି କୁଜଙ୍ଗ କୋର୍ଟରେ ହାଜର କରାଇଥିଲା। କୁଜଙ୍ଗ ଏସ୍‌ଡିଜେଏମ୍‌ ଜାମିନ୍‌ ଆବେଦନ ଖାରଜ କରିଦେବାରୁ ସେମାନଙ୍କୁ ସମାଗୋଳ ଜେଲକୁ ପଠାଇ ଦିଆଯାଇଥିଲା। ଜେଲରେ ପହଞ୍ଚିବା ପରେ ମହିମା ଓ ତାଙ୍କ ସହଯୋଗୀ ଅସୁସ୍ଥ ହୋଇପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story