ମହର୍ଷି କଲେଜର ସମସ୍ତ ସଭାପତି ଓ ସମ୍ପାଦକ ଆଶାୟୀଙ୍କ ପ୍ରାର୍ଥିପତ୍ର କଟିଲା, ନିର୍ବାଚନ ବାତିଲ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି କଲେଜ ଗୁଡ଼ିକରେ ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ଭୁବନେଶ୍ୱରର ମହର୍ଷି କଲେଜରେ ସଭାପତି ଓ ସଂପାଦକ ପଦବୀ ଆଶାୟୀ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ବେଳେ କାଟ୍ ଖାଇ ଯାଇଛି। ଏଣୁ ଏହି ଦୁଇ ପଦବୀରେ କେହି ପ୍ରତିଦ୍ୱନ୍ଦୀ ରହି ନାହାନ୍ତି। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଛାତ୍ରମାନେ ଟାୟାର ଜାଳି ଧାରଣା ଦେଇଥିଲେ। ସ୍ଥିତିକୁ ଦେଖି କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି ଓ ନିର୍ବାଚନକୁ […]

maharshi

maharshi

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 03:45 PM IST

Sports

Latest News

maharshiଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି କଲେଜ ଗୁଡ଼ିକରେ ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ଭୁବନେଶ୍ୱରର ମହର୍ଷି କଲେଜରେ ସଭାପତି ଓ ସଂପାଦକ ପଦବୀ ଆଶାୟୀ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ବେଳେ କାଟ୍ ଖାଇ ଯାଇଛି। ଏଣୁ ଏହି ଦୁଇ ପଦବୀରେ କେହି ପ୍ରତିଦ୍ୱନ୍ଦୀ ରହି ନାହାନ୍ତି। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଛାତ୍ରମାନେ ଟାୟାର ଜାଳି ଧାରଣା ଦେଇଥିଲେ। ସ୍ଥିତିକୁ ଦେଖି କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି ଓ ନିର୍ବାଚନକୁ ବାତିଲ କରାଯାଇଛି।

ଛାତ୍ର ସଂସଦ ନିର୍ବାଚନ ପାଇଁ ଆସନ୍ତା ୫ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଭୁବନେଶ୍ୱରର ବିଜେବି କଲେଜ ସମେତ ରାଜ୍ୟର ପ୍ରାୟ ୧୦ଟି କଲେଜରେ ନିର୍ବାଚନକୁ ବାତିଲ କରି ଦିଆଯାଇଛି। ପ୍ରାକ୍ ନିର୍ବାଚନୀ ହିଂସା ଯୋଗୁଁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story