ମହିଳାଙ୍କ ଆୟରେ ୨ ଗୁଣା ବୃଦ୍ଧି ସରକାରଙ୍କ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାମାନଙ୍କ ରୋଜଗାର ବଢ଼ିଲେ ପରିବାରର ଆର୍ଥିକ ଉନ୍ନତି ସହ ଗାଁର ବିକାଶ ହେବ। ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ମହିଳାମାନଙ୍କ ଆୟ ୨ ଗୁଣା ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ମହିଳା ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ନାରୀ ଶକ୍ତି ଓ ମା’କୁ ନମସ୍କାର ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, “ଆମ […]

cm

cm

Rakesh Mallick
  • Published: Tuesday, 29 November 2016
  • Updated: 29 November 2016, 06:07 PM IST

Sports

Latest News

ଭୁବନେଶ୍ୱର: ମହିଳାମାନଙ୍କ ରୋଜଗାର ବଢ଼ିଲେ ପରିବାରର ଆର୍ଥିକ ଉନ୍ନତି ସହ ଗାଁର ବିକାଶ ହେବ। ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ମହିଳାମାନଙ୍କ ଆୟ ୨ ଗୁଣା ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ମହିଳା ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ନାରୀ ଶକ୍ତି ଓ ମା’କୁ ନମସ୍କାର ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ସେ କହିଥିଲେ, “ଆମ ସଂସ୍କୃତି ଓ ପରମ୍ପରାରେ ମା’ର ସ୍ଥାନ ଉଚ୍ଚରେ । ମା’ ତ୍ୟାଗର ତୁଳନା ନାହିଁ। ”

ସେ ଆହୁରି କହିଥିଲେ,“ମହିଳାଙ୍କ କଲ୍ୟାଣ ପାଇଁ ବିଜୁବାବୁ ସଂଗ୍ରାମ କରିଥିଲେ। ସବୁ କଲ୍ୟାଣକାରୀ ଯୋଜନାର ମୁଖ୍ୟ ପ୍ରେରଣା ବିଜୁବାବୁ ଥିଲେ। ମିଶନ ଶକ୍ତି  ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦ୍ୱାରା ମହିଳା ସଶକ୍ତୀକରଣ ପାଇଁ ବିଜୁ ବାବୁ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିଛି।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି। ମହିଳାଙ୍କ ଆୟ ବଢ଼ି ଖୁସିରେ ରହିଲେ, ମୁଁ ଖୁସି ହେବି।”

ବିମୁଦ୍ରାକଣର ସଂପର୍କରେ  ନବୀନ କହିଥିଲେ,“ ମହିଳାମାନେ ଭୋଗୁଥିବା ଅସୁବିଧା  ସମ୍ବଦ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛି।”

ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଏହି ସମାବେଶ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ହଜାରୁ ମହିଳା ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story