ମହିଳା କମିଶନଙ୍କ ତଦନ୍ତରେ ଅସନ୍ତୁଷ୍ଟ ଇନ୍ଦୁଲତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ତାରା ଦତ୍ତଙ୍କ ବିରୋଧରେ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ ଆଜି ଇନ୍ଦୁଲତା ମୁହଁ  ଖୋଲିଛନ୍ତି। ମହିଳା କମିଶନଙ୍କ ତଦନ୍ତରେ ସନ୍ତୁଷ୍ଟ ନ ଥିବା ନେଇ ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଇନ୍ଦୁଲତା ଚିଠିରେ ଉଲ୍ଲେଖ କରିଛନ୍ତି, “୨୦୧୪ ମସିହାରୁ ମହିଳା କମିଶନ ତଦନ୍ତ କରୁଛନ୍ତି, ହେଲେ ତଦନ୍ତରେ କିଛି ଅଗ୍ରଗତି ହୋଇନାହିଁ। ମୋତେ ଲାଗୁଛି ଯେ ସେ ସମୟ ଗଡେଇ ଚାଲିଛନ୍ତି। ଜୁନ୍ ୩୦ ତାରିଖରେ […]

endu

endu

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 09:52 AM IST

Sports

Latest News

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ତାରା ଦତ୍ତଙ୍କ ବିରୋଧରେ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ମାମଲାରେ ଆଜି ଇନ୍ଦୁଲତା ମୁହଁ  ଖୋଲିଛନ୍ତି। ମହିଳା କମିଶନଙ୍କ ତଦନ୍ତରେ ସନ୍ତୁଷ୍ଟ ନ ଥିବା ନେଇ ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଇନ୍ଦୁଲତା ଚିଠିରେ ଉଲ୍ଲେଖ କରିଛନ୍ତି, “୨୦୧୪ ମସିହାରୁ ମହିଳା କମିଶନ ତଦନ୍ତ କରୁଛନ୍ତି, ହେଲେ ତଦନ୍ତରେ କିଛି ଅଗ୍ରଗତି ହୋଇନାହିଁ। ମୋତେ ଲାଗୁଛି ଯେ ସେ ସମୟ ଗଡେଇ ଚାଲିଛନ୍ତି। ଜୁନ୍ ୩୦ ତାରିଖରେ ତାରା ଦତ୍ତ ଅବସର ଗ୍ରହଣ କରିବେ। ହେଲେ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମହିଳା କମିଶନ ଚାପରେ କାମ କରୁଥିବା ଜଣାପଡୁଛି। ମହିଳା କମିଶନ ବର୍ତ୍ତମାନ ଭିଆଇପି କମିଶନରେ ପରବର୍ତ୍ତିତ ହୋଇଛି। କେବଳ ଭିଆଇପିମାନଙ୍କ କଥା ଶୁଣୁଛି। ସାଧାରଣ ଲୋକଙ୍କ ପାଇଁ ମହିଳା କମିଶନର କୌଣସି ଚିନ୍ତା ନାହିଁ।”

ସେ କହିଛନ୍ତି, “୨୦୧୪ ଡିସେମ୍ୱର ୫ ତାରିଖରେ ମୋ’ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲି। କିଛିଦିନ ପରେ ଚିଠି ସମ୍ପର୍କରେ ଆରଟିଆଇ ମାଧ୍ୟମରେ ଜାଣିବାକୁ ପାଇଲି ମହିଳା କମିଶନଙ୍କୁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖି ଜଣାଇବାକୁ ଚାହିଁଲି।”

ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, “ଦେଢବର୍ଷ ହେଲା କ’ଣ ହୋଇଛି ସେ ଭଲ ଭାବେ ଜାଣିଛନ୍ତି। ଆମର ଯାହା ପଦକ୍ଷେପ ନେବା କଥା ଆମେ ନେଇଛୁ। ମହିଳା କମିଶନର ପରିଧି ଭିତରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଆମେ କରିଛୁ। ମୋ’ ପାଇଁ ସବୁ ମାମଲା ସମ୍ୱେଦନଶୀଳ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story