ଜାଣନ୍ତୁ ଖରାଦିନରେ କ’ଣ ଖାଇବା ଓ କ’ଣ ନ ଖାଇବା ଉଚିତ

ମାର୍ଚ୍ଚମାସ ଆରମ୍ଭରୁ ବଢ଼ିବାରେ ଲାଗିଲାଣି ତାତି। ଆଗକୁ ଆହୁରି ତାତି ବଢ଼ିବ। ଏପରି ସ୍ଥିତିରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ବେଳେ ବେଳେ  ଆମେ ଅଳସୁଆ ହୋଇ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ନଥାନ୍ତି। ଏହା  ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଖରାଦିନେ ବାହାରର ତାପମାତ୍ରା ବଢ଼ିଯାଇଥାଏ। ଆମ ଶରୀରରେ ତାପମାତ୍ରା ମଧ୍ୟ ବଢ଼େ। ତାପମାତ୍ରା ବଢ଼ିବା ଯୋଗୁଁ ଆମ ଶରୀର ଶକ୍ତି କମିଯାଏ। ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ […]

-summer-

-summer-

Rakesh Mallick
  • Published: Saturday, 10 March 2018
  • Updated: 10 March 2018, 11:25 AM IST

ମାର୍ଚ୍ଚମାସ ଆରମ୍ଭରୁ ବଢ଼ିବାରେ ଲାଗିଲାଣି ତାତି। ଆଗକୁ ଆହୁରି ତାତି ବଢ଼ିବ। ଏପରି ସ୍ଥିତିରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ। ବେଳେ ବେଳେ  ଆମେ ଅଳସୁଆ ହୋଇ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ନଥାନ୍ତି। ଏହା  ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଖରାଦିନେ ବାହାରର ତାପମାତ୍ରା ବଢ଼ିଯାଇଥାଏ। ଆମ ଶରୀରରେ ତାପମାତ୍ରା ମଧ୍ୟ ବଢ଼େ। ତାପମାତ୍ରା ବଢ଼ିବା ଯୋଗୁଁ ଆମ ଶରୀର ଶକ୍ତି କମିଯାଏ। ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇପଡ଼େ। ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଖାଇବା ପିଇବା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଖରାଦିନରେ ଡାଏଟ ଚାଟ ଠିକ୍ ରଖିଲେ ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ ନାହିଁ। ତା’ ହେଲେ ଆସନ୍ତୁ ଜାଣିବା ଖରାଦିନେ ଡାଏଟ ଚାଟ୍‌ରେ କ’ଣ ସାମିଲ କରିବା ଉଚିତ।

-ଖରାଦିନ ଡାଏଟରେ ସବୁଜ ପନିପରିବା ସାମିଲ କରନ୍ତୁ। ବିଶେଷ କରି ତରଳ ଖାଦ୍ୟ ଅଧିକ ଖାଆନ୍ତୁ। ପୁଦିନା, ବଟର ମିଲକ୍‌ ଓ ପିଆଜ ଅଧିକ ଖାଆନ୍ତୁ।

-ଖରାଦିନରେ  ଫଳ ଜୁସ୍‌ ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ଆମ ଶରୀରରେ  ଜଳୀୟ ଅଂଶ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ। ତରଭୁଜ, ଲିଚି ଓ ପାଣି କଖାରୁ, କମଳା ଲେମ୍ବୁ, ଅଙ୍ଗୁର ଓ କାକୁଡ଼ି ଅନ୍ୟ ଦିନ ଅପେକ୍ଷା ଖରାଦିନରେ ଅଧିକ ମିଳିଥାଏ। ଏହା ଆମ ଶରୀର ପାଇଁ ଲାଭଦାୟକ। ଖରାଦିନରେ ଡାଏଟ ଚାଟ୍‌ରେ ଏହାକୁ ସାମିଲ କରିବା ଆବଶ୍ୟକ।

-ଖରାଦିନେ ପଇଡ଼ ପାଣି ଶରୀର ପାଇଁ  ଲାଭଦାୟକ। ଶରୀରରେ ଜଳୀୟ ଅଂଶର ମାତ୍ରାକୁ ଠିକ୍‌ ରଖିବା ପାଇଁ  ଲେମ୍ବୁ ପାଣି ଓ ଆଖୁରସ ରସ ପିଇପାରିବେ। ଶରୀରରେ ଜଳୀୟ ଅଂଶ ଠିକ୍‌ମାତ୍ରାରେ ରହିଲେ ମିନେରାଲସ ଓ ଭିଟାମିନ୍ ମିଳିଥାଏ।

ଖରାଦିନରେ ଡାଏଟ କ’ଣ ସାମିଲ କରିବେ ନାହିଁ-

-ଖରାଦିନରେ ତେଲ ଓ  ମସଲାଯୁକ୍ତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଏହା ଆଳସ୍ୟ ବଢ଼ାଇଥାଏ। ଏପରି ଖାଦ୍ୟ ଶୀଘ୍ର ହଜମ ହୋଇ ନଥାଏ।

-ଖରା ଦିନରେ ଚା’ଓ କଫି ପିଇବା ଉଚିତ ନୁହେଁ। ଏହା ପେଟ ଗ୍ୟାସ କରାଇଥାଏ ଓ ପେଟ ଖରାପ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story