ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ କାଲିମେଳା ବ୍ଲକ ନାମକୋଣ୍ଡା ଗାଁର ଦୁଇ ବର୍ଷର ଶିଶୁ ଅସିତ ପଡିଆମି। ଅସିତ୍‌ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ର ଆଜି ମୃତ୍ୟୁ ହୋଇଛି। ସେହିପରି ମାଥିଲି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସିନ୍ଦାବେଡ଼ା ଗାଁର ଦୁଇ ବର୍ଷର କନ୍ୟା ସନ୍ତୋଷୀ ପେଦାଙ୍କର ଆଜି ମୃତ୍ୟୁ ଘଟିଛି। ସେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଅସିତଙ୍କ […]

malkangiri

malkangiri

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 05:41 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ କାଲିମେଳା ବ୍ଲକ ନାମକୋଣ୍ଡା ଗାଁର ଦୁଇ ବର୍ଷର ଶିଶୁ ଅସିତ ପଡିଆମି। ଅସିତ୍‌ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ର ଆଜି ମୃତ୍ୟୁ ହୋଇଛି।

ସେହିପରି ମାଥିଲି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସିନ୍ଦାବେଡ଼ା ଗାଁର ଦୁଇ ବର୍ଷର କନ୍ୟା ସନ୍ତୋଷୀ ପେଦାଙ୍କର ଆଜି ମୃତ୍ୟୁ ଘଟିଛି। ସେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ଅସିତଙ୍କ ମୃତ୍ୟୁ ପରେ ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁସଂଖ୍ୟା ୪୨ ଦିନରେ ୬୧ରେ ପହଞ୍ଚିଛି।

ଗତକାଲି ମାଥିଲି ବ୍ଲକ ମାଝିଗୁଡ଼ା ଗାଁର ୫ ବର୍ଷର ଶିଶୁ ଗଣେଶ ବିଶୋୟୀ ଓ ପଡ଼ିଆ ବ୍ଲକ ଭଜଗୁଡ଼ାର ୩ ବର୍ଷର ଶିଶୁ କନ୍ୟା ରୀନା ସୋଏମ୍‌ଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story