ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ, ୨୧ ଦିନରେ ଗଲାଣି ୧୬ ଶିଶୁ ଜୀବନ

ମାଲକାନଗିରି: ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏବେ ଦେଖା ଦେଇଛି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ । ଏହି ରୋଗରେ ଗତ ୨୧ ଦିନ ମଧ୍ୟରେ ୧୬ ଜଣ ଶିଶୁଙ୍କ ଜୀବନ ଗଲାଣି। ଦିନକୁ ଦିନ ଏହି ରୋଗ ବ୍ୟାପୁ ଥିବାରୁ ଜିଲ୍ଲାରେ ଆତଙ୍କର ବାତାବରଣ ଖେଳିଯାଇଛି। ଗତକାଲି ଡଙ୍ଗସଖାଲ ଗାଁରେ ଏକ ୪ ମାସର ଝିଅର ଏହି ରୋଗରେ ମୃତ୍ୟୁ ଘଟିଛି। ୭ଦିନ ହେବ ଜ୍ୱରରେ ପୀଡିତ ଥିବା ଶିଶୁକୁ ତା’ର ପରିବାର ଲୋକେ ମାଲକାନଗିରି ମୁଖ୍ୟ […]

malkangiri

malkangiri

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 10:06 PM IST

Sports

Latest News

malkangiriମାଲକାନଗିରି: ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏବେ ଦେଖା ଦେଇଛି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ । ଏହି ରୋଗରେ ଗତ ୨୧ ଦିନ ମଧ୍ୟରେ ୧୬ ଜଣ ଶିଶୁଙ୍କ ଜୀବନ ଗଲାଣି। ଦିନକୁ ଦିନ ଏହି ରୋଗ ବ୍ୟାପୁ ଥିବାରୁ ଜିଲ୍ଲାରେ ଆତଙ୍କର ବାତାବରଣ ଖେଳିଯାଇଛି।

ଗତକାଲି ଡଙ୍ଗସଖାଲ ଗାଁରେ ଏକ ୪ ମାସର ଝିଅର ଏହି ରୋଗରେ ମୃତ୍ୟୁ ଘଟିଛି। ୭ଦିନ ହେବ ଜ୍ୱରରେ ପୀଡିତ ଥିବା ଶିଶୁକୁ ତା’ର ପରିବାର ଲୋକେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତିରେ ହିଁ ଶିଶୁଟି ଆଖି ବୁଜି ଦେଇଥିଲା। ଗାଁରେ ଏବେ ଆହୁରି ୧୦ ଜଣ ଶିଶୁ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ମଧ୍ୟ ଜାପାନିଜ୍‌ ଏନ୍‌ସେଫାଇଟିସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏହା ଜଣାପଡିବା ପରେ ଗାଁରେ ଡାକ୍ତର ଟିମ୍‌ ପହଞ୍ଚିଛି। ମେଡିକାଲ ଟିମ୍‌ ଶିଶୁମାନଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ସହ ଚିକିତ୍ସା ସେବା ଜାରି ରଖିଛନ୍ତି।

ସ୍ଥାନୀୟ ବାସିନ୍ଦା ଝିମା କବାସୀ କହିଛନ୍ତି,“ଆଜି ଡାକ୍ତର ଆସି ଗାଁରେ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରୁଛନ୍ତି।”

ଚାଲାନଗୁଡ଼ା ସେକ୍ଟର, ମେଡିକାଲ ସୁପରଭାଇଜର ବି. ଶବର କହିଛନ୍ତି,“ ଜାପାନିଜ୍‌ ଏନ୍‌ସେଫାଇଟିସ୍‌ ଲକ୍ଷଣ ଦେଖି ଗତକାଲି ଗୋଟିଏ ପିଲାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲୁ। ସେଠାରେ ତା’ର ମୃତ୍ୟୁ ଘଟିଛି। ଆଜି ଆମେ ୩ ଜଣିଆ ଟିମ୍‌ ଆସି ଗାଁରେ ଚିକିତ୍ସା କରୁଛୁ।”

ଅନ୍ୟପକ୍ଷେରେ ଜାପାନିଜ୍‌ ଏନ୍‌ସେଫାଇଟିସ୍‌ ରୋଗ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଛି। ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ଏହା ଅଧିକ ବ୍ୟାପୁଛି। ବ୍ରହ୍ମପୁର ବଡ଼ ମେଡିକାଲରୁ ଆସିଥିବା ବିଶେଷଜ୍ଞ ଟିମ୍‌ ସହାୟକତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା କରାଯାଉଛି।

ସିଡିଏମ୍‌ଓ ଉଦୟ ନାରାୟଣ ମିଶ୍ର କହିଛନ୍ତି,“ରୋଗ ନିୟନ୍ତ୍ରଣ ପାଇଁ ପ୍ରଭାବିତ ଅଞ୍ଚଳରେ ସଚେତନତା ସୃଷ୍ଟି ସହ ମଶା ମରା ଓ ସଫେଇ ଅଭିଯାନକୁ ଜୋରଦାର କରାଯାଇଛି। ମେଡିକାଲ ଟିମ୍‌ ବିଭିନ୍ନ ଗାଁକୁ ଯାଇ ରକ୍ତ ନମୁନା ଆଣି ପରୀକ୍ଷା କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story