ମାଲକାନଗିରି: ଏନ୍‌ସେଫାଲାଇଟିସ୍‌ ବ୍ୟାପିଥିବା ଅଞ୍ଚଳରେ ଦିଆଗଲା ରନ୍ଧାଖାଦ୍ୟ

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ବ୍ୟାପିଥିବା ଅଞ୍ଚଳରେ ଆଜିଠାରୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। କୋରାକୋଣ୍ଡା ଓ କାଲିମେଳା ବ୍ଳକରେ ଏହି ରନ୍ଧାଖାଦ୍ୟ ଦିଆଯାଉଛି। ୬ମାସରୁ ୬ବର୍ଷ ବୟସର ଶିଶୁ ଓ ମା’ମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଦୁଇଟି ବ୍ଲକ୍‌ର ୪୭୯ଟି ଅଙ୍ଗନୱାଡି କେନ୍ଦ୍ରରେ ଏହି ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ଜ୍ୱର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମାଗଣା ମଶାରୀ ବଣ୍ଟନ ସହ ଲୋକଙ୍କୁ ମଶାରୀ ଭିତରେ ଶୋଇବାକୁ ପରାମର୍ଶ ଦିଆଯାଉଛି। […]

malkangiri

malkangiri

Rakesh Mallick
  • Published: Monday, 10 October 2016
  • Updated: 10 October 2016, 01:29 PM IST

Sports

Latest News

malkagiriମାଲକାନଗିରି: ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ବ୍ୟାପିଥିବା ଅଞ୍ଚଳରେ ଆଜିଠାରୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। କୋରାକୋଣ୍ଡା ଓ କାଲିମେଳା ବ୍ଳକରେ ଏହି ରନ୍ଧାଖାଦ୍ୟ ଦିଆଯାଉଛି। ୬ମାସରୁ ୬ବର୍ଷ ବୟସର ଶିଶୁ ଓ ମା’ମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଦୁଇଟି ବ୍ଲକ୍‌ର ୪୭୯ଟି ଅଙ୍ଗନୱାଡି କେନ୍ଦ୍ରରେ ଏହି ରନ୍ଧା ଖାଦ୍ୟ ଦିଆଯାଉଛି।

ଏହି ଜ୍ୱର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମାଗଣା ମଶାରୀ ବଣ୍ଟନ ସହ ଲୋକଙ୍କୁ ମଶାରୀ ଭିତରେ ଶୋଇବାକୁ ପରାମର୍ଶ ଦିଆଯାଉଛି। ୩୧ ଦିନରେ  ଏହି ରୋଗରେ ଜିଲ୍ଲାରେ ୪୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story