ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଗୁଳିବିନିମୟ ଘଟଣା: ମୃତ ମାଓବାଦୀ ସଂଖ୍ୟା ୨୭କୁ ବୃଦ୍ଧି

ମାଲକାନଗିରି/ବିଶାଖାପାଟଣା: ଆନ୍ଧ୍ର-ଓଡ଼ିଶା ସୀମାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ରାମଗଡ଼ ଓ ପଣସପୁଟ ମଝାମଝି ବେଜିଂ ଜଙ୍ଗଲରେ ଗତକାଲି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍‌ର ମିଳିତ ଉଦ୍ୟମରେ କରାଯାଇଥିବା ଅପରେସନରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଗତକାଲି ୨୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୩ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି କହିଛନ୍ତି। ସେ କହିଛନ୍ତି,“ବର୍ତ୍ତମାନ ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି। ଗତକାଲି ନିହତ ହୋଇଥିବା […]

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 11:47 AM IST

Sports

Latest News

ମାଲକାନଗିରି/ବିଶାଖାପାଟଣା: ଆନ୍ଧ୍ର-ଓଡ଼ିଶା ସୀମାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ରାମଗଡ଼ ଓ ପଣସପୁଟ ମଝାମଝି ବେଜିଂ ଜଙ୍ଗଲରେ ଗତକାଲି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ପୋଲିସ୍‌ର ମିଳିତ ଉଦ୍ୟମରେ କରାଯାଇଥିବା ଅପରେସନରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଗତକାଲି ୨୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୩ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି କହିଛନ୍ତି।

ସେ କହିଛନ୍ତି,“ବର୍ତ୍ତମାନ ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି। ଗତକାଲି ନିହତ ହୋଇଥିବା ୨୪ଜଣ  ମାଓବାଦୀଙ୍କ ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଓ ୧୧ଜଣ ମହିଳା ମାଓବାଦୀ ଅଛନ୍ତି। ସେମାନେ ହେଲେ ଭି.ଭେଙ୍କଟେଶ୍‌ ରାମ ମୂର୍ତ୍ତି ଓରଫ ଗଣେଷ, ଚମେଲା କିସ୍ତୟା ଓରଫ ଦୟା, ଜଲୁରୀ ଶ୍ରୀନିବାନୁ ଓରଫ ରାଇନୁ, ମୁନ୍ନା ଓରଫ ଶିବାଜୀ, ଲତା ଓରଫ ଜ୍ୟୋତି, ବୋଡୁ କାନ୍ଦାନନଲୁ ଓରଫ ମମତା, ଇନ୍ନାପର୍ତ୍ତି ଦାସୁ ଓରଫ ମଧୁ, ରାଜେଶ, ମୁରାଇ, କୋରା ସିତେ ଓରଫ୍‌ ସ୍ୱର୍ଣ୍ଣ, କିଲୋ ସିତା ଓରଫ ସ୍ୱେତା, ବୁଦ୍ରି, ବିର୍ସୁ ଏବଂ ବୁଦ୍ରା।”

ଆନ୍ଧ୍ରପ୍ରଦେଶ ପୋଲିସ୍‌ ଡିଜି ସମ୍ବାଶିବ ରାଓ ଆଜି ଘଟଣାସ୍ଥଳକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅପରେସନ ପରେ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ୍ ଜୋନାଲ କମିଟିର ଗତିବିଧି ଉପରେ ନଜର ରଖିଛନ୍ତି ପୋଲିସ୍‌ ଓ ଗୁଇନ୍ଦା ବିଭାଗ। ଏନକାଉଣ୍ଟରେ ୨୭ ଜଣ ମାଓବାଦୀଙ୍କ ମୃତ୍ୟୁ ପୋଲିସ ପାଇଁ ବଡ଼ ସଫଳତା ମିଳିଥିବା ବେଳେ ଏହା ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଟପ୍‌ ମାଓନେତା ଅଛନ୍ତି। ଏହି ଘଟଣା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କାମ କରୁଥିବା ଆନ୍ଧ୍ର ଓଡ଼ିଶା ସୀମାର ସ୍ପେଶାଲ ଜୋନାଲ କମିଟିର ଶକ୍ତି ହ୍ରାସ ପାଇବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story