ମାଲକାନଗିରି: ଦୁଇମାସର ଶିଶୁ ପେଟରେ ଚେଙ୍କ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଏକ ଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କାଲିମେଳା ଚିତ୍ରାଙ୍ଗପାଲ୍ଲୀ ଗାଁରୁ। ଗାଁର ଏକ ଦୁଇମାସର ଶିଶୁପୁତ୍ରକୁ ଦିଆଯାଇଛି ଏହି ଚେଙ୍କ। ଶିଶୁଟିର ପେଟ ବଥା ଭଲ କରିବାକୁ ପରିବାର ଲୋକେ ତାକୁ ଦିସାରୀ ପାଖକୁ ନେଇଥିଲେ। ସେଠାରେ ଦିସାରୀ ଜଣଙ୍କ ଶିଶୁଟିର ପେଟରେ ଚେଙ୍କ ଦେଇଥିଲା। ଫଳରେ ଶିଶିର ପେଟ୍‌ରେ ଘା’ ହୋଇଯାଇଥିଲା। ପରେ ଗୁରୁତର ଅବସ୍ଥାରେ ତାକୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ […]

sisu

sisu

Rakesh Mallick
  • Published: Sunday, 18 September 2016
  • Updated: 18 September 2016, 09:15 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଏକ ଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କାଲିମେଳା ଚିତ୍ରାଙ୍ଗପାଲ୍ଲୀ ଗାଁରୁ। ଗାଁର ଏକ ଦୁଇମାସର ଶିଶୁପୁତ୍ରକୁ ଦିଆଯାଇଛି ଏହି ଚେଙ୍କ।

ଶିଶୁଟିର ପେଟ ବଥା ଭଲ କରିବାକୁ ପରିବାର ଲୋକେ ତାକୁ ଦିସାରୀ ପାଖକୁ ନେଇଥିଲେ। ସେଠାରେ ଦିସାରୀ ଜଣଙ୍କ ଶିଶୁଟିର ପେଟରେ ଚେଙ୍କ ଦେଇଥିଲା। ଫଳରେ ଶିଶିର ପେଟ୍‌ରେ ଘା’ ହୋଇଯାଇଥିଲା। ପରେ ଗୁରୁତର ଅବସ୍ଥାରେ ତାକୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାକୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଏବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜିଲ୍ଲା ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story