ବେଲଗାମ ଏନ୍‌ସେଫାଲାଇଟିସ୍‌: ଆଉ ଜଣେ ଶିଶୁର ଜୀବନ ନେଲା, ମୃତ୍ୟୁସଂଖ୍ୟା ୧୦୩ ଛୁଇଁଲା

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ମୃତ ଶିଶୁର ନାଁ ରାମଚନ୍ଦ୍ର ନାଏ। ତା’ ଘର ଜିଲ୍ଲାର କୋରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ଦିଶାରିଗୁଡ଼ାରେ। ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାପାନୀ ଜ୍ୱରରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ […]

malkangiriph

malkangiriph

Rakesh Mallick
  • Published: Saturday, 12 November 2016
  • Updated: 12 November 2016, 08:19 AM IST

Sports

Latest News

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।

ମୃତ ଶିଶୁର ନାଁ ରାମଚନ୍ଦ୍ର ନାଏ। ତା’ ଘର ଜିଲ୍ଲାର କୋରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ଦିଶାରିଗୁଡ଼ାରେ।

ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାପାନୀ ଜ୍ୱରରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏକାଧିକ ପଦକ୍ଷେପ ନେଉଥିବା କହୁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ଗାଁ ଗୁଡିକରେ ଡାକ୍ତରୀ ଟିମ୍‌ରହି ଚିକିତ୍ସା କରୁଛନ୍ତି। ଘୁଷୁରୀଙ୍କୁ ଜନବସତିଠାରୁ ଦୂରରେ ରଖାଯାଇଛି। ଏହି ରୋଗ ବ୍ୟାପିଥିବା ଗାଁ ଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଉଛି। ହେଲେ ରୋଗ ନିୟନ୍ତ୍ରଣ ହେବାର ନାଁ ନେଉନାହିଁ। ଏହି ରୋଗରେ ପ୍ରତିଦିନ ଶିଶୁଙ୍କ ଜୀବନ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story