ମାଲକାନଗିରି ସୀମାନ୍ତ ସୁକମାରେ ଏନକାଉଣ୍ଟରରେ ୪ ମହିଳା ମାଓବାଦୀ ନିହତ, ଟେକଗୁଡ଼ାରେ ଅଳ୍ପକେ ବର୍ତ୍ତିଗଲା ଉଦୟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମାରେ ମିଳିତ ଏନକାଉଣ୍ଟରରେ ୪ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ସୁକମା ଓ ଦାନ୍ତେୱାଡ଼ା ଜଙ୍ଗଲରେ ଡିଆରଜି, ଏସଟିଏଫ୍, ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ଗାଜିରାଜ ଜଙ୍ଗଲରେ କମ୍ୱିଂ ଅପରେସନ୍ ବେଳେ ନଙ୍ଗଲଗୁଡ଼ା ନିକଟରେ ଏକ ମାଓ କ୍ୟାମ୍ପ୍ ଉପରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଉଭୟ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା […]

malkangiri

malkangiri

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 08:27 AM IST

Sports

Latest News

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମାରେ ମିଳିତ ଏନକାଉଣ୍ଟରରେ ୪ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ସୁକମା ଓ ଦାନ୍ତେୱାଡ଼ା ଜଙ୍ଗଲରେ ଡିଆରଜି, ଏସଟିଏଫ୍, ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ଗାଜିରାଜ ଜଙ୍ଗଲରେ କମ୍ୱିଂ ଅପରେସନ୍ ବେଳେ ନଙ୍ଗଲଗୁଡ଼ା ନିକଟରେ ଏକ ମାଓ କ୍ୟାମ୍ପ୍ ଉପରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଉଭୟ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ଜଣ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁକମା ଏସପି ସୂଚନା ଦେଇଛନ୍ତି। ଏନକାଉଣ୍ଟରରେ ସମୟରେ ମାଓ କ୍ୟାମ୍ପରେ ୮ରୁ ୧୦ଜଣ ମାଓବାଦୀ ଥିଲେ। ଅନ୍ୟ ମାଓବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। କମ୍ୱିଂ ବେଳେ ୩ଟି ବନ୍ଧୁକ ଏବଂ କିଛି ମାଓ ସାମଗ୍ରୀ ଜବତ ହୋଇଛି।

ସୂଚନାଯୋଗ୍ୟ, ପ୍ରାୟ ୧୫ ରୁ ୨୦ ଦିନ ହେଲାଣି ଛତିଶଗଡରେ ମାଓ ଅପରେସନକୁ ଜୋରଦାର କରାଯାଇଛି। ଏଥିରେ ପ୍ରାୟ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ନକ୍ସଲ ଆହତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ଟେକଗୁଡ଼ା ଜଙ୍ଗଲରେ ଏସଓଜି ଯବାନମାନେ କମ୍ବିଂ କଲା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛନ୍ତି। ଉକ୍ତ ସ୍ଥାନରେ ମାଓନେତା ଉଦୟ ଥିଲା ବୋଲି କୁହାଯାଉଛି। ତେବେ ଯବାନଙ୍କୁ ଦେଖି ସେ ଖସି ପଳାଇଥିବା କୁହାଯାଉଛି। ଏନେଇ ମାଲକାନଗିରି ଏସପି କହିଛନ୍ତି ଯେ ଟେକାଗୁଡ଼ା ଜଙ୍ଗଲରେ  ଏକ ମାଓ ଶିବିର ଥିବା ନେଇ ଏକ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଆଜି ସକାଳୁ ସେଠାରେ ଚଢ଼ାଉ କରାଯାଇଥିଲା। ତେବେ ମାଓବାଦୀମାନେ ଏହି ଅପରେସନ୍ ସଂପର୍କରେ ପୂର୍ବରୁ ସୂଚନା ପାଇଯାଇଥିବା ଆଶଙ୍କା କରାଯାଉଛି। ଏସଓଜି ଯବାନମାନେ ସେଠାରେ ପହଞ୍ଚିବା ପୂର୍ବରୁ ସେମାନେ ପଳାଇ ଯାଇଥିଲେ। ଶିବିରରୁ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି। ଏହା ସହିତ ଉକ୍ତ ଅଞ୍ଚଳରେ କମ୍ବିଂ କରାଯାଉଛି। କିଛି ଲୋକଙ୍କୁ ମାଓ ସମର୍ଥକ ସନ୍ଦେହରେ ଅଟକ ରଖାଯାଇ ପଚରାଉଚରା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story