ମାଓବାଦୀଙ୍କ ଧମକ; ମାଲକାନଗିରି ଏନ୍‌କାଉଣ୍ଟରର ଜବାବ ଦିଆଯିବ

ମାଲକାନଗିରି: ଗତମାସରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର କଡ଼ା ଜବାବ ଦେବାକୁ ଧମକ ଦେଇଛି ମାଓବାଦୀ ସଂଗଠନ। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ୍ କମିଟିର ଅଧ୍ୟକ୍ଷ ଭୂମିକା ଓରଫ ଜଗଦମ୍ବି ଏକ ଅଡିଓ ଟେପ୍ ଜାରି କରି ଏହି ଧମକ ଦେଇଛନ୍ତି। ଏହି ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ସହ ସାଧାରଣ ଲୋକେ ମଧ୍ୟ ପ୍ରାଣ ହରାଇଥିବା ସେ ଦାବି କରିଛନ୍ତି। ସେ କହିଛନ୍ତି,“ଏନ୍‌କାଉଣ୍ଟର ବେଳେ ମାଓବାଦୀଙ୍କ ସହ କିଛି ସାଧାରଣ […]

maoists

maoists

Rakesh Mallick
  • Published: Friday, 04 November 2016
  • Updated: 04 November 2016, 11:56 AM IST

Sports

Latest News

ମାଲକାନଗିରି: ଗତମାସରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାର କଡ଼ା ଜବାବ ଦେବାକୁ ଧମକ ଦେଇଛି ମାଓବାଦୀ ସଂଗଠନ। ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ୍ କମିଟିର ଅଧ୍ୟକ୍ଷ ଭୂମିକା ଓରଫ ଜଗଦମ୍ବି ଏକ ଅଡିଓ ଟେପ୍ ଜାରି କରି ଏହି ଧମକ ଦେଇଛନ୍ତି। ଏହି ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ସହ ସାଧାରଣ ଲୋକେ ମଧ୍ୟ ପ୍ରାଣ ହରାଇଥିବା ସେ ଦାବି କରିଛନ୍ତି।

ସେ କହିଛନ୍ତି,“ଏନ୍‌କାଉଣ୍ଟର ବେଳେ ମାଓବାଦୀଙ୍କ ସହ କିଛି ସାଧାରଣ ଲୋକ ଥିଲେ। ପୋଲିସ୍‌ ଗୁଳିରେ ୮ ଜଣ ନିରୀହ ଗ୍ରାମବାସୀ ପ୍ରାଣ ହରାଇଛନ୍ତି।”

ଏହି ଏନ୍‌କାଉଣ୍ଟରରେ ଅନେକ ଟପ୍ ମାଓନେତା ପ୍ରାଣ ହରାଇଥିବା ସେ ସ୍ୱୀକାର କରିଛନ୍ତି।

ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ମାଓବାଦୀଙ୍କ ଇଷ୍ଟ ଡିଭିଜନ୍ କମିଟି ସଂପାଦକ କୈଳାସ ଏକ ଅଡିଓ ଟେପ୍ ଜାରି କରିଥିଲେ ଓ ଏହି ଏନ୍‌କାଉଣ୍ଟର ପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ।

ଏହି ଏନ୍‌କାଉଣ୍ଟର ପ୍ରତିବାଦରେ ଗତକାଲି ସିପିଆଇ ମାଓବାଦୀ ସେଣ୍ଟ୍ରାଲ୍ କମିଟି ପକ୍ଷରୁ ଓଡ଼ିଶା ସମେତ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୨୪ ତାରିଖରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ୨୮ ଜଣ ମାଓବାଦୀ ନିହତ ହୋଇଥିଲେ। ଏହାର ତିନି ଦିନ ପରେ ଏଠାରେ ଅନ୍ୟ ଏକ ଏନ୍‌କାଉଣ୍ଟରରେ ଆଉ ଦୁଇ ମାଓବାଦୀ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story