ଏନ୍‌କାଉଣ୍ଟରରେ ନିହତ ୧୨ ମାଓବାଦୀଙ୍କ ମୃତଦେହକୁ ପୋତିଦେଲା ମାଲକାନଗିରି ପୋଲିସ୍

ମାଲକାନଗିରି: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ୍‌ର ମିଳିତ ଅପରେସନ୍‌ରେ ନିହତ ୩୦ ମାଓବାଦୀଙ୍କ ମଧ୍ୟରୁ ଚିହ୍ନଟ ହୋଇପାରି ନ ଥିବା ୧୨ଟି ମୃତଦେହକୁ ଆଜି ମାଲକାନଗିରି ପୋଲିସ୍ ପୋତି ଦେଇଛି। ୧୬ଟି ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୨ଟି ମୃତଦେହକୁ ଆନ୍ଧ୍ର ପୋଲିସ୍‌କୁ ଦିଆଯାଇଥିଲା। ନିହତ ମାଓବାଦୀଙ୍କ ମଧ୍ୟରେ ବରିଷ୍ଠ ମାଓ ନେତା ରାମକ୍ରିଷ୍ଣାଙ୍କ ପୁଅ ମୁନା ବି ଥିଲେ। ତାଙ୍କ ମୃତଦେହକୁ ନେବାକୁ ତାଙ୍କ ମା’ ମାଲକାନଗିରି ଆସିଥିଲେ। […]

mao

mao

Rakesh Mallick
  • Published: Sunday, 30 October 2016
  • Updated: 30 October 2016, 09:38 AM IST

ମାଲକାନଗିରି: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ୍‌ର ମିଳିତ ଅପରେସନ୍‌ରେ ନିହତ ୩୦ ମାଓବାଦୀଙ୍କ ମଧ୍ୟରୁ ଚିହ୍ନଟ ହୋଇପାରି ନ ଥିବା ୧୨ଟି ମୃତଦେହକୁ ଆଜି ମାଲକାନଗିରି ପୋଲିସ୍ ପୋତି ଦେଇଛି। ୧୬ଟି ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୨ଟି ମୃତଦେହକୁ ଆନ୍ଧ୍ର ପୋଲିସ୍‌କୁ ଦିଆଯାଇଥିଲା।

ନିହତ ମାଓବାଦୀଙ୍କ ମଧ୍ୟରେ ବରିଷ୍ଠ ମାଓ ନେତା ରାମକ୍ରିଷ୍ଣାଙ୍କ ପୁଅ ମୁନା ବି ଥିଲେ। ତାଙ୍କ ମୃତଦେହକୁ ନେବାକୁ ତାଙ୍କ ମା’ ମାଲକାନଗିରି ଆସିଥିଲେ।

ଗତ ସୋମବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାମଗଡ଼ ଓ ପଣସପୁଟ ମଝାମଝା ବେଜିଙ୍ଗ୍ ଜଙ୍ଗଲରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଅପରେସନ୍‌ରେ ୨୮ ଜଣ ମାଓବାଦୀ ନିହତ ହୋଇଥିଲେ। ତା’ପରେ ବି ସର୍ଚ୍ଚ ଅପରେସନ୍ ଚଳାଇଥିବା ପୋଲିସ୍ ଗୁଳିରେ ଗତ ଗୁରୁବାର ପଣସପୁଟ ଜଙ୍ଗଲରେ ଆଉ ଦୁଇ ମାଓବାଦୀ ନିହତ ହୋଇଥିଲେ।

ଏହି ଏନ୍‌କାଉଣ୍ଟର ପ୍ରତିବାଦରେ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ପକ୍ଷରୁ ନଭେମ୍ବର ୩ ତାରିଖରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି। ମାଓବାଦୀମାନେ ବନ୍ଦ ଡାକରା ଦେଇଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story