ମାଲକାନଗିରିରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୁକା ମାଡ଼କାମି। ତାଙ୍କ ଘର ଜିଲ୍ଲାର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ କମଲପଲ୍ଲୀ ଗାଁରେ। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୁକା ନିଜର ୫ ଏକର ଜମିରେ ଚାଷ କରିଥିଲେ।  ୨୫ହଜାର ହାତ ଉଧାରି କରିଥିଲେ। କିନ୍ତୁ ଜମିରେ ଫସଲ ନଷ୍ଟ ହେବାଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ […]

malkangiri

malkangiri

Rakesh Mallick
  • Published: Sunday, 08 November 2015
  • Updated: 08 November 2015, 09:17 AM IST

Sports

Latest News

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୁକା ମାଡ଼କାମି। ତାଙ୍କ ଘର ଜିଲ୍ଲାର କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ କମଲପଲ୍ଲୀ ଗାଁରେ। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୁକା ନିଜର ୫ ଏକର ଜମିରେ ଚାଷ କରିଥିଲେ।  ୨୫ହଜାର ହାତ ଉଧାରି କରିଥିଲେ। କିନ୍ତୁ ଜମିରେ ଫସଲ ନଷ୍ଟ ହେବାଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ମୁକାଙ୍କ ପରିବାରବର୍ଗ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story