ମାଲକାନଗିରିରେ ଜାପାନୀଜ୍ ଏନ୍‌ସେଫାଲାଇଟିସ୍ ଟିକାକରଣ ଆରମ୍ଭ

ମାଲକାନଗିରି: ମାଲକାନଗିରିରେ ଆଜିଠାରୁ ଆରମ୍ଭ ହୋଇଛି ଜାପାନୀଜ୍ ଏନ୍‌ସେଫାଲାଇଟିସ୍ ଟିକାକରଣ। ଆଜି ସକାଳ ୮ଟା ୧୫ରେ ଜିଲ୍ଲା ସଦର ମହକୁମା ସ୍ଥିତ ଆଇଏମ୍‌ଏସ୍‌ଟି ସ୍କୁଲରେ ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ। ୧ରୁ ୧୫ ବର୍ଷ ବୟସର ୨ ଲକ୍ଷ ୧୮ ହଜାର ୨୭ ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି। ୧୫ ଦିନ ଧରି ଟିକାକରଣ କରାଯିବ। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଏହି ଟିକାକରଣ […]

jevaccine

jevaccine

Rakesh Mallick
  • Published: Monday, 05 December 2016
  • Updated: 05 December 2016, 12:00 PM IST

Sports

Latest News

ମାଲକାନଗିରି: ମାଲକାନଗିରିରେ ଆଜିଠାରୁ ଆରମ୍ଭ ହୋଇଛି ଜାପାନୀଜ୍ ଏନ୍‌ସେଫାଲାଇଟିସ୍ ଟିକାକରଣ। ଆଜି ସକାଳ ୮ଟା ୧୫ରେ ଜିଲ୍ଲା ସଦର ମହକୁମା ସ୍ଥିତ ଆଇଏମ୍‌ଏସ୍‌ଟି ସ୍କୁଲରେ ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ।

୧ରୁ ୧୫ ବର୍ଷ ବୟସର ୨ ଲକ୍ଷ ୧୮ ହଜାର ୨୭ ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି। ୧୫ ଦିନ ଧରି ଟିକାକରଣ କରାଯିବ। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଏହି ଟିକାକରଣ ହେବ। ପ୍ରଥମ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲ୍‌ରେ ଟିକା ଦିଆଯିବ। ପରେ ଅନ୍ୟ ସ୍କୁଲ୍ ଓ ଗାଁରେ ଘର ଘର ବୁଲି ଟିକା ଦିଆଯିବ। ଶିକ୍ଷକମାନଙ୍କୁ ଟିକାକରଣ ଦାୟିତ୍ୱ ଦିଆଯାଇଥିବା ବେଳେ କିପରି ଶହେ ପ୍ରତିଶତ ପିଲାଙ୍କୁ ଟିକା ଦିଆଯିବ ସେନେଇ ବରିଷ୍ଠ ଅଧିକାରୀମାନେ ଅନୁଧ୍ୟାନ କରିବେ।

ଜିଲ୍ଲାପାଳ କହିଛନ୍ତି ଯେ ଏହି ଟୀକାକରଣ ୧୫ ଦିନ ଧରି ସମସ୍ତ କାର୍ଯ୍ୟ ଦିବସରେ ଚାଲିବ। ଟିକାକରଣ ପାଇଁ ୧୭୫ଟି ଟିମ୍‌ ଗଠନ ହୋଇଛି। ଜିଲ୍ଲା ସଦର ମହକୁମାରେ ୧୧ଟି ଏମରଜେନ୍ସି ଟିମ୍ ମଧ୍ୟ ରହିଛି।  ଏହାକୁ ନିରୀକ୍ଷଣ କରିବା ପାଇଁ ଜିଲ୍ଲା ଓ ବ୍ଲକ୍‌ ସ୍ତରୀୟ କଣ୍ଟ୍ରୋଲ୍‌ ରୁମ୍ ଖୋଲା ଯାଇଛି। ୨୩ଟି ଆଇଏଲ୍‌ଆର ପଏଣ୍ଟ କରାଯାଇଛି।

ସୂଚନାଯୋଗ୍ୟ, ଜାପାନୀଜ୍ ଏନ୍‌ସେଫାଲାଇଟିସ୍‌ରେ ଜିଲ୍ଲାରେ ୧୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story