ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନେଲା ଆଉ ୩ ଜୀବନ; ୨୪ ଦିନରେ ୨୪ ଜଣଙ୍କ ମୃତ୍ୟୁ

ମାଲକାନଗିରି: ସମସ୍ତ ପ୍ରକାର ପଦକ୍ଷେପ ସତ୍ତ୍ୱେ ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆଜି ଆଉ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ମଧ୍ୟରୁ  ଦୁଇ ଜଣ ହେଲେ କୋରୁକୋଣ୍ଡା ବ୍ଲକ ଉସକାପାଲ୍ଲୀ ଗାଁର ସୁବଦ୍ରି ସୋଡି (୨) ଓ ପ୍ରମିଳାପଦରର ଅଜୟ କବାସି(୨)। ପ୍ରାଣ ହରାଇଥିବା ଅନ୍ୟ ଶିଶୁଟିର ବୟସ ମଧ୍ୟ ୨ ବର୍ଷ।  ଏଥିସହ ଗତ ୨୪ ଦିନ ମଧ୍ୟରେ ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି। ଜିଲ୍ଲାର ଅଧିକାଂଶ […]

malkangiri

malkangiri

Rakesh Mallick
  • Published: Sunday, 02 October 2016
  • Updated: 03 October 2016, 10:54 AM IST

Sports

Latest News

malkangiriମାଲକାନଗିରି: ସମସ୍ତ ପ୍ରକାର ପଦକ୍ଷେପ ସତ୍ତ୍ୱେ ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ବ୍ୟାପିବାରେ ଲାଗିଛି। ଏହି ରୋଗରେ ଆଜି ଆଉ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ମଧ୍ୟରୁ  ଦୁଇ ଜଣ ହେଲେ କୋରୁକୋଣ୍ଡା ବ୍ଲକ ଉସକାପାଲ୍ଲୀ ଗାଁର ସୁବଦ୍ରି ସୋଡି (୨) ଓ ପ୍ରମିଳାପଦରର ଅଜୟ କବାସି(୨)। ପ୍ରାଣ ହରାଇଥିବା ଅନ୍ୟ ଶିଶୁଟିର ବୟସ ମଧ୍ୟ ୨ ବର୍ଷ।  ଏଥିସହ ଗତ ୨୪ ଦିନ ମଧ୍ୟରେ ମୃତକଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।

ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଏହି ରୋଗ ବ୍ୟାପିଛି। ମୁଖ୍ୟତଃ ଆଦିବାସୀ ଗାଁ ଗୁଡିକରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ମଧ୍ୟ ବହୁ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଚାଲିଛି। ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ବିଭିନ୍ନ ଗାଁକୁ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ ମଧ୍ୟ କିଛି ଲାଭ ହେଉନାହିଁ।

ସ୍ଥାନୀୟ ବିଧାୟକ ଓ ସାଂସଦ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଏହି ରୋଗରେ ଯେପରି ଆଉ କାହାରିଙ୍କର ମୃତ୍ୟୁ ନ ଘଟେ ସେଥିପ୍ରତି ନଜର ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ ମାଲକାନଗିରି ପ୍ରଭାବିତ ଗାଁ ବୁଲିବା ସହ ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସ୍ଥାନୀୟ ବାସିନ୍ଦା ଭୀମା ବାର୍ଷା କହିଛନ୍ତି,“୭ ରୁ ୮ ବର୍ଷ ହେଲା ଏହି ରୋଗ ଅଞ୍ଚଳରେ ବ୍ୟାପିଛି। ରୋଗରେ ଆକ୍ରାନ୍ତ ହୋଇ ପ୍ରତିବର୍ଷ ଶିଶୁଙ୍କର ମୃତ୍ୟୁ ଘଟୁଛି। ଏହାକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।”

ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି,“ଗତକାଲି ଗୋଟେ ପିଲାର ମୃତ୍ୟୁ ଘଟିଥିଲା। ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆମେ ଗାଁକୁ ଆସି ଆକ୍ରାନ୍ତଙ୍କ ଚିକିତ୍ସା କରୁଛୁ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ୨୧ ଜଣଙ୍କ ପରୀକ୍ଷା କରାଯାଇଥିଲା। ଜଣେ ୧୮ ବର୍ଷର ଝିଅ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଥିବା ଜଣାପଡିଛି। ତାଙ୍କୁ କୋରୁକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story