ମାଓବାଦୀଙ୍କୁ ସହଯୋଗ କରିବାକୁ ମନା କରିବାରୁ ଗାଁରୁ ତଡ଼ା ଖାଇଲେ ଯୁବକ

ମାଲକାନଗିରି: ପୁଣି ମାଓ ଭୟରେ ଗାଁ ଛାଡ଼ିଲେ ଜଣେ ଯୁବକ। ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପାପରମେଟଲା ବ୍ଲକ୍‌ ଲୁଚ୍ଛାପାଣିରେ। ଗାଁର ପିଲ୍‌କୁ ଖରାଙ୍କୁ ମାଓବାଦୀମାନେ ସହଯୋଗ କରିବାକୁ କହିଥିଲେ। ହେଲେ ସେ ଏଥିରେ ରାଜି ନହେବାରୁ ମାଓବାଦୀ ତାଙ୍କୁ ଗାଁ ଛାଡ଼ିବାକୁ  ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଙ୍କ ମାଆ,ପତ୍ନୀ ଓ ପିଲାକୁ ଘରେ ଛାଡ଼ି ପିଲ୍‌କୁ ଚିତ୍ରକୋଣ୍ଡାରେ ରହୁଛନ୍ତି।  କିଛି ଦିନ ପରେ ପରିବାର ଲୋକଙ୍କୁ ଚିତ୍ରକୋଣ୍ଡା ନେଇ ଆସିବା ନେଇ ଯୋଜନା […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 09:51 AM IST

Sports

Latest News

ମାଲକାନଗିରି: ପୁଣି ମାଓ ଭୟରେ ଗାଁ ଛାଡ଼ିଲେ ଜଣେ ଯୁବକ। ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପାପରମେଟଲା ବ୍ଲକ୍‌ ଲୁଚ୍ଛାପାଣିରେ। ଗାଁର ପିଲ୍‌କୁ ଖରାଙ୍କୁ ମାଓବାଦୀମାନେ ସହଯୋଗ କରିବାକୁ କହିଥିଲେ। ହେଲେ ସେ ଏଥିରେ ରାଜି ନହେବାରୁ ମାଓବାଦୀ ତାଙ୍କୁ ଗାଁ ଛାଡ଼ିବାକୁ  ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଙ୍କ ମାଆ,ପତ୍ନୀ ଓ ପିଲାକୁ ଘରେ ଛାଡ଼ି ପିଲ୍‌କୁ ଚିତ୍ରକୋଣ୍ଡାରେ ରହୁଛନ୍ତି।  କିଛି ଦିନ ପରେ ପରିବାର ଲୋକଙ୍କୁ ଚିତ୍ରକୋଣ୍ଡା ନେଇ ଆସିବା ନେଇ ଯୋଜନା ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ୱର ୨ ତାରିଖରେ ମାଓବାଦୀଙ୍କ ଧମକ ଯୋଗୁଁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଯନ୍ତ୍ରୀ ଗାଁର ଗୋଟିଏ ପରିବାର ନିଜର ଭିଟାମାଟି ଛାଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story