ମାଓବାଦୀଙ୍କ ମାଡ଼ରେ ସମିତି ସଭ୍ୟ ଗୁରୁତର

ମାଲକାନଗିରି: ମାଓବାଦୀଙ୍କ ମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି ମାଲକାନଗିରି ଜିଲ୍ଲା  ନାକାମାମୁଡ଼ି ପଞ୍ଚାୟତ ସମିତି ସଭ୍ୟ ମାଧବ ସିସା। ତାଙ୍କୁ ଅଚେତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ମାଓବାଦୀମାନେ ତାଙ୍କୁ ନିଲାପାଡ଼ି ଗାଁ ସ୍ଥିତ ତାଙ୍କ ଘରୁ ଉଠାଇ ନେଇଥିଲେ। ଆଜି ସକାଳେ ଗାଁ ମୁଣ୍ଡରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମାଓବାଦୀମାନେ ତାଙ୍କୁ ନିସ୍ତୁକ ପିଟିବା ପରେ ପକାଇ ଚାଲି ଯାଇଥିଲେ।

maoattack

maoattack

Rakesh Mallick
  • Published: Friday, 30 December 2016
  • Updated: 30 December 2016, 09:31 AM IST

Sports

Latest News

ମାଲକାନଗିରି: ମାଓବାଦୀଙ୍କ ମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି ମାଲକାନଗିରି ଜିଲ୍ଲା  ନାକାମାମୁଡ଼ି ପଞ୍ଚାୟତ ସମିତି ସଭ୍ୟ ମାଧବ ସିସା। ତାଙ୍କୁ ଅଚେତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ମାଓବାଦୀମାନେ ତାଙ୍କୁ ନିଲାପାଡ଼ି ଗାଁ ସ୍ଥିତ ତାଙ୍କ ଘରୁ ଉଠାଇ ନେଇଥିଲେ। ଆଜି ସକାଳେ ଗାଁ ମୁଣ୍ଡରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମାଓବାଦୀମାନେ ତାଙ୍କୁ ନିସ୍ତୁକ ପିଟିବା ପରେ ପକାଇ ଚାଲି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story