ଗୁଳି କରି ମାରି ଦେଲେ ମାଓବାଦୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସମା ପାଙ୍ଗି। ତାଙ୍କ ଘର ପଣସପୁଟ ଗାଁରେ। ଦୁଇ ବର୍ଷ ହେଲା ସେ ଗାଁ ଛାଡ଼ି ଚିତ୍ରକୋଣ୍ଡାରେ ରହୁଥିଲେ। ପ୍ରଜାକୋର୍ଟରେ ଦଣ୍ଡିତ ହୋଇ ସେ ଗାଁ ଛାଡ଼ିଥିଲେ। ମାଓବାଦୀମାନେ ତାଙ୍କୁ ଚିତ୍ରକୋଣ୍ଡା ଲଞ୍ଚ୍ ଘାଟରେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ଫୁଲବାଣୀରେ ବନ୍ଦ ପାଳନ ବେଳେ ମାଓବାଦୀମାନେ ଜଣଙ୍କୁ ହତ୍ୟା […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 12:51 PM IST

Sports

Latest News

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ସମା ପାଙ୍ଗି। ତାଙ୍କ ଘର ପଣସପୁଟ ଗାଁରେ। ଦୁଇ ବର୍ଷ ହେଲା ସେ ଗାଁ ଛାଡ଼ି ଚିତ୍ରକୋଣ୍ଡାରେ ରହୁଥିଲେ। ପ୍ରଜାକୋର୍ଟରେ ଦଣ୍ଡିତ ହୋଇ ସେ ଗାଁ ଛାଡ଼ିଥିଲେ।

ମାଓବାଦୀମାନେ ତାଙ୍କୁ ଚିତ୍ରକୋଣ୍ଡା ଲଞ୍ଚ୍ ଘାଟରେ ଗୁଳି କରି ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଫୁଲବାଣୀରେ ବନ୍ଦ ପାଳନ ବେଳେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଥିଲେ। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲାହିଡ଼ି ଗାଁର ମୋହନ ମାଝି ମାଓବାଦୀଙ୍କ ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story