ମାଲକାନଗିରି: ମୁଣ୍ଡାଗୁଡା ଗାଁରୁ ଅପହୃତ ଡମ୍ବରୁ ଶଗଡିଆଙ୍କୁ ଗଳାକାଟି ହତ୍ୟାକଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ବର୍ବରକାଣ୍ଡ ଦେଖିବାକୁ ମିଳିଛି । କୁମାରପଲ୍ଲୀ ପଞ୍ଚାୟତ ମୁଣ୍ଡାଗୁଡା ଗାଁର ଡମ୍ବରୁ ଶଗଡିଆ ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି । ମାଓବାଦୀମାନେ ଡମ୍ବରୁଙ୍କୁ ହତ୍ୟା କରିବା ପରେ କଂସାରୀପୁଟ ଛକରେ ପକାଇ ଦେଇ ଯାଇଛନ୍ତି। ମାଓବାଦୀମାନେ ମୃତଦେହ ପାଖରେ ଏକ ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଡମ୍ବରୁ ପୋଲିସ ଇନଫର୍ମର ଭାବେ କାମ କରୁଥିଲା ଓ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଉଥିବାରୁ ତାକୁ ହତ୍ୟା କରାଗଲା ବୋଲି ଉଲ୍ଲେଖ […]

malkangiri-2

malkangiri-2

Rakesh Mallick
  • Published: Monday, 19 October 2015
  • Updated: 19 October 2015, 05:43 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ବର୍ବରକାଣ୍ଡ ଦେଖିବାକୁ ମିଳିଛି । କୁମାରପଲ୍ଲୀ ପଞ୍ଚାୟତ ମୁଣ୍ଡାଗୁଡା ଗାଁର ଡମ୍ବରୁ ଶଗଡିଆ ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି । ମାଓବାଦୀମାନେ ଡମ୍ବରୁଙ୍କୁ ହତ୍ୟା କରିବା ପରେ କଂସାରୀପୁଟ ଛକରେ ପକାଇ ଦେଇ ଯାଇଛନ୍ତି। ମାଓବାଦୀମାନେ ମୃତଦେହ ପାଖରେ ଏକ ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଡମ୍ବରୁ ପୋଲିସ ଇନଫର୍ମର ଭାବେ କାମ କରୁଥିଲା ଓ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଉଥିବାରୁ ତାକୁ ହତ୍ୟା କରାଗଲା ବୋଲି ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୃତ ଡମ୍ବର ଓ ସିନା ମାଢୀଙ୍କୁ ଗତ ଶୁକ୍ରବାର ମାଓବାଦୀମାନେ ଅପହରଣ କରି ନେଇଥିଲେ । ସିନା ଶନିବାର ମାଓବାଦୀଙ୍କ କବଳରୁ ଖସି ଆସିଥିଲେ । ପରେ ପ୍ରଜାକୋର୍ଟର ନିଷ୍ପତ୍ତି ଅନୁସାରେ ମାଓବାଦୀମାନେ ଡମ୍ବରଙ୍କୁ ଗଳାକାଟି ହତ୍ୟା କରିଛନ୍ତି । ଏବେ ମୃତ ଡମ୍ବରୁଙ୍କ ପରିବାର ଲୋକେ ଜିଲ୍ଲା ସଦରମହକୁମାରେ ରହିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଘଞ୍ଚ ଜଙ୍ଗଲ ଓ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସୁରକ୍ଷା କର୍ମଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story