ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ବନ୍ୟା

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପ୍ରବାହିତ  ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା-ମୋଟୁ ରାସ୍ତା,ଏମଭି-୯୦,ଏମଭି-୯୬ ଓ ମହାରାଜାପାଲ୍ଲୀ ନିକଟ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଚାଲୁଛି। କିଛି ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଫଳରେ  ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ଏବେବି ଲଗାଣ ବର୍ଷା ଜାରି ରହିଥିବାରୁ ଅନ୍ୟ ନଦୀର ମଧ୍ୟ ଜଳସ୍ତର ବଢିବାରେ ଲାଗିଛି। […]

flood

flood

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 01:33 PM IST

Sports

Latest News

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପ୍ରବାହିତ  ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା-ମୋଟୁ ରାସ୍ତା,ଏମଭି-୯୦,ଏମଭି-୯୬ ଓ ମହାରାଜାପାଲ୍ଲୀ ନିକଟ ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଚାଲୁଛି। କିଛି ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଫଳରେ  ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମାଲକାନଗିରି ଜିଲ୍ଲାରେ ଏବେବି ଲଗାଣ ବର୍ଷା ଜାରି ରହିଥିବାରୁ ଅନ୍ୟ ନଦୀର ମଧ୍ୟ ଜଳସ୍ତର ବଢିବାରେ ଲାଗିଛି।

ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁର-କଳାହାଣ୍ଡିକୁ ସଂଯୋଗ କରୁଥିବା ରାସ୍ତାର ଧନଶୋଳି ବ୍ରିଜରେ ୩ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି ନବରଙ୍ଗପୁରରୁ କଳାହାଣ୍ଡିକୁ ସଂଯୋଗ କରୁଥିବା ନିର୍ମାଣାଧୀନ ମକିଆ ବ୍ରିଜରେ ୪ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଫଳରେ ଜିଲ୍ଲା ସଦର ମହକୁମାରୁ କଳାହାଣ୍ଡି ଏବଂ କୋଶାଗୁଡ଼ାକୁ ଯାନବାହନ ଚଳାଚଳ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story