ମାଲକାନଗିରି: ବଡ଼ପଦର ସରପଞ୍ଚଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି:ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜିଲ୍ଲାର ବଡ଼ପଦର ସରପଞ୍ଚଙ୍କୁ ମାଓବାଦୀମାନେ ନିର୍ମମଭାବେ ହତ୍ୟା କରିଛନ୍ତି। ମୃତ ସରପଞ୍ଚଙ୍କ ନାଁ ଜୟରାମ ଖରା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରାୟ ୧୦ରୁ ଅଧିକ ମାଓବାଦୀ ଗତକାଲି ଜୟରାମଙ୍କ ଘରକୁ ଆସିଥିଲେ। କିଛି ମାଓବାଦୀ ବାହାରେ ଜଗି ରହିଥିବାବେଲେ ଆଉ କିଛି ଘରେ ପଶି ଥିଲେ। ପ୍ରଥମେ ତାଙ୍କ ଗୋର ହାତ ବାନ୍ଧି ଠେଙ୍ଗ।ରେ ମୁଣ୍ଡକୁ ପଟିଥିଲେ। ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ଘଟାଇବା […]

mao attack in malkangiri

mao attack in malkangiri

Rakesh Mallick
  • Published: Friday, 25 December 2015
  • Updated: 26 December 2015, 08:36 AM IST

Sports

Latest News

ମାଲକାନଗିରି:ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜିଲ୍ଲାର ବଡ଼ପଦର ସରପଞ୍ଚଙ୍କୁ ମାଓବାଦୀମାନେ ନିର୍ମମଭାବେ ହତ୍ୟା କରିଛନ୍ତି। ମୃତ ସରପଞ୍ଚଙ୍କ ନାଁ ଜୟରାମ ଖରା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରାୟ ୧୦ରୁ ଅଧିକ ମାଓବାଦୀ ଗତକାଲି ଜୟରାମଙ୍କ ଘରକୁ ଆସିଥିଲେ। କିଛି ମାଓବାଦୀ ବାହାରେ ଜଗି ରହିଥିବାବେଲେ ଆଉ କିଛି ଘରେ ପଶି ଥିଲେ। ପ୍ରଥମେ ତାଙ୍କ ଗୋର ହାତ ବାନ୍ଧି ଠେଙ୍ଗ।ରେ ମୁଣ୍ଡକୁ ପଟିଥିଲେ। ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରିଥିଲେ।

ହତ୍ୟାକାଣ୍ଡ ଘଟାଇବା ପରେ ସମସ୍ତେ ଗାଁ ଦାଣ୍ଡରେ ଲାଲ ସଲାମର ନାରା ଦେଇ ଜଙ୍ଗଲକୁ ପଳାଇଥିଲେ। ମାଓବାଦୀମାନେ ବନ୍ଧୁକ ଏବଂ ମାରଣାସ୍ତ୍ର ସହ ଆସିଥିବା ଗ୍ରାମବାସୀମାନେ କହିଛନ୍ତି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ବଡ଼ପଦର ଠାରେ ଥିବା ବିଏସ୍ଏଫ୍ କ୍ୟାମ୍ପର କିଛି ଦୂରରେ ଏହି ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos