ମହାନଦୀ ପ୍ରସଙ୍ଗ: ଆନ୍ତଃରାଜ୍ୟ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କଲା ଓଡ଼ିଶା

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆନ୍ତଃରାଜ୍ୟ ଟ୍ରିବ୍ୟୁନାଲ ଗଠନ ପାଇଁ ପୁଣି ଦାବି କଲା ଓଡ଼ିଶା।  ଏନେଇ କେନ୍ଦ୍ର ଜଳ ସମ୍ପଦ ସଚିବ ଅମରଜିତ୍ ସିଂହଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।  ଛତିଶଗଡ଼ ସହ ଲାଗି ରହିଥିବା ଆନ୍ତଃରାଜ୍ୟ ଜଳ ବିବାଦ, ବୁଝାମଣା ଦ୍ୱାରା ସମାଧାନ ହୋଇପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଦର୍ଶାଇଛନ୍ତି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଜଳ ବିବାଦର ସମାଧାନ ଲାଗି […]

mahanadi-bridge

mahanadi-bridge

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 09:20 AM IST

Sports

Latest News

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆନ୍ତଃରାଜ୍ୟ ଟ୍ରିବ୍ୟୁନାଲ ଗଠନ ପାଇଁ ପୁଣି ଦାବି କଲା ଓଡ଼ିଶା।  ଏନେଇ କେନ୍ଦ୍ର ଜଳ ସମ୍ପଦ ସଚିବ ଅମରଜିତ୍ ସିଂହଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।  ଛତିଶଗଡ଼ ସହ ଲାଗି ରହିଥିବା ଆନ୍ତଃରାଜ୍ୟ ଜଳ ବିବାଦ, ବୁଝାମଣା ଦ୍ୱାରା ସମାଧାନ ହୋଇପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଦର୍ଶାଇଛନ୍ତି।

କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଜଳ ବିବାଦର ସମାଧାନ ଲାଗି ସହମତି କମିଟି ଗଠନ କରାଯାଇଥିଲା। କିନ୍ତୁ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଏକପାଖିଆ ବ୍ୟାରେଜ୍ ନିର୍ମାଣ କରୁଛନ୍ତି। ଏ ନେଇ ପଡ଼ୋଶୀ ରାଜ୍ୟ ସହ ପରାମର୍ଶ କରୁନଥିବାରୁ ବୁଝାମଣା ଦ୍ୱାର ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି ମୁଖ୍ୟ ସଚିବ ଦର୍ଶାଇଛନ୍ତି।

ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ୧୯୫୬ର ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନର ଧାରା ୩ ଅନୁଯାୟୀ ଟ୍ରିଟ୍ୟୁନାଲ ଗଠନ ଲାଗି ମଧ୍ୟ କେନ୍ଦ୍ର ନିକଟରେ ଦାବି ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story