ମନରେଗାରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରୁ ନ ଥିବା ଅଧିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ କର। ଲକ୍ଷ୍ୟ ହାସଲ କରୁ ନଥିବା ଅଧିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଆୟୋଜିତ ବିଡିଓ ଓ ପିଡି ଡିଆରଡିଏ ମାନଙ୍କ ଦୁଇ ଦିନିଆ କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ସେ ‘ଆମ ଗାଁ, ଆମ ଯୋଜନା’ର ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ ଓ କହିଥିଲେ ଯେ […]

cm

cm

Rakesh Mallick
  • Published: Saturday, 28 November 2015
  • Updated: 28 November 2015, 02:23 PM IST

Sports

Latest News

ଭୁବନେଶ୍ୱର: ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ କର। ଲକ୍ଷ୍ୟ ହାସଲ କରୁ ନଥିବା ଅଧିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଆୟୋଜିତ ବିଡିଓ ଓ ପିଡି ଡିଆରଡିଏ ମାନଙ୍କ ଦୁଇ ଦିନିଆ କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଏହି ଅବସରରେ ସେ ‘ଆମ ଗାଁ, ଆମ ଯୋଜନା’ର ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ ଓ କହିଥିଲେ ଯେ ପୂର୍ବରୁ ଉପରସ୍ତରରେ ଯୋଜନା ହୋଇ ତଳସ୍ତରକୁ ଯାଉଥିବାବେଳେ ଏବେ ପଞ୍ଚାୟତନ ସ୍ତରରେ ଯୋଜନା କରାଯିବ।

ସେ କହିଥିଲେ, ଏକ ବର୍ଷରେ ୭ ଲକ୍ଷ ବିଜୁ ପକ୍କା ଘର ନିର୍ମାଣ ପାଇଁ କରାଯାଇଥିବା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ଘର ତିଆରି ସରିଲାଣି। ଆଗାମୀ ୪ ମାସରେ ଆଉ ୩ ଲକ୍ଷ ଘର ନିର୍ମାଣ କାର୍ଯ୍ୟ ଶେଷ କରାଯିବ।

ଏହି କର୍ମଶାଳା ଆସନ୍ତାକାଲି ମଧ୍ୟ ଚାଲିବ। ଏଥିରେ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆଜି କର୍ମଶାଳାରେ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ସଚିବ ଦେଓରଞ୍ଜନ କୁମାର ସିଂ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story