ଆପଣଙ୍କର ଏହିସବୁ ସମସ୍ୟା ଅଛି କି? ଖାଆନ୍ତୁ ଆମ୍ବ ପତ୍ର

ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଆମ୍ବକୁ ଫଳମାନଙ୍କର ରାଜା କୁହାଯାଏ। ଏହା ସ୍ୱାଦରେ ଯେମିତି, ଏହାର ଫାଇଦା ମଧ୍ୟ ସେମିତି। ଆମ୍ବରୁ ଶରୀରକୁ ହେଉଥିବା ଫାଇଦା ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଆମ୍ବଠାରୁ ଆମ୍ବପତ୍ର ଶରୀର ପକ୍ଷେ ଅଧିକ ସ୍ୱାସ୍ଥକର ବୋଲି? ଆମ୍ବ ପତ୍ର ସେବନ ଦ୍ୱାରା ବ୍ଲଡପ୍ରେସର, ଡାଇବେଟିସ୍ ଓ ଆଜମା ଭଳି ଅନେକ ବଡ଼ ବଡ଼ ରୋଗ ଭଲ ହୋଇପାରିବ। ଆସନ୍ତୁ ଜାଣିବା ଏହାର […]

ambapatara

ambapatara

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 11:20 AM IST

Sports

Latest News

ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଆମ୍ବକୁ ଫଳମାନଙ୍କର ରାଜା କୁହାଯାଏ। ଏହା ସ୍ୱାଦରେ ଯେମିତି, ଏହାର ଫାଇଦା ମଧ୍ୟ ସେମିତି। ଆମ୍ବରୁ ଶରୀରକୁ ହେଉଥିବା ଫାଇଦା ବିଷୟରେ ତ ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଆମ୍ବଠାରୁ ଆମ୍ବପତ୍ର ଶରୀର ପକ୍ଷେ ଅଧିକ ସ୍ୱାସ୍ଥକର ବୋଲି? ଆମ୍ବ ପତ୍ର ସେବନ ଦ୍ୱାରା ବ୍ଲଡପ୍ରେସର, ଡାଇବେଟିସ୍ ଓ ଆଜମା ଭଳି ଅନେକ ବଡ଼ ବଡ଼ ରୋଗ ଭଲ ହୋଇପାରିବ। ଆସନ୍ତୁ ଜାଣିବା ଏହାର ସେବନ କପରି କଲେ ଫାଇଦା ମିଳିବ।

ଡାଇବେଟିସ୍- ଆମ୍ବପତ୍ରକୁ ଖରାରେ ଶୁଖାଇ, ଏହାର ପାଉଡର ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ଏକ ଚାମଚ ଖାଆନ୍ତୁ। ଆପମଣଙ୍କ ସୁଗାର ଲେଭଲ୍ ନିୟନ୍ତ୍ରଣରେ ରହିବ।

ବ୍ଲଡ୍ ପ୍ରେସର- ଯଦି ଆପଣଙ୍କର ବ୍ଲଡ୍‌ ପ୍ରେସର ସମସ୍ୟା ଅଛି, ତେବେ ପ୍ରଥମେ ଆମ୍ବ ପତ୍ରକୁ ପାଣିରେ ସିଝାଇ ଦିଅନ୍ତୁ। ଗାଧୋଇବା ବେଳେ ପାଣିରେ ଏହି ଆମ୍ବ ପତ୍ରକୁ ପକାଇ ଗାଧାନ୍ତୁ। ଆପଣଙ୍କ ବ୍ଲଡପ୍ରେସର ନିୟନ୍ତ୍ରଣରେ ରହିବ।

ଷ୍ଟୋନ୍- ଆମ୍ବ ପତ୍ରକୁ ଶୁଖାଇ ପାଉଡର କରି ପ୍ରତିଦିନ ଏହାର ସେବନ କଲେ ପେଟରେ ହୋଇଥିବା ଷ୍ଟୋନରୁ ମୁକ୍ତି ମିଳେ।

ହାକୁଟି ମାରିବା- ଆମ୍ବ ପତ୍ର ହାକୁଟି ସମସ୍ୟାରୁ ବି ଭଲ କରିଥାଏ। ଯଦି ଆପଣଙ୍କର ଲଗାତାର ହାକୁଟି ହେଉଛି ଓ ଯେତେ ଯାହା କଲେ ମଧ୍ୟ ବନ୍ଦ ହେଉନାହିଁ, ତେବେ ଆମ୍ବ ପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ। ସେହି ପାଣିରେ ଗାର୍ଗଲିଂ କରନ୍ତୁ, ଦେଖିବେ ଅଳ୍ପ ସମୟ ଭିତରେ ହାକୁଟି ମାରିବା ବନ୍ଦ ହୋଇଯିବ।

ଦେହ ହାତ ପୋଡ଼ିଗଲେ- ଯଦି ଆପଣଙ୍କ ଶରାରର କୌଣସି ଅଂଶ ଚେଁକ ଲାଗିଯାଇଛି ବା ନିଆଁ ସଂସ୍ପର୍ଶରେ ଆସି ଜଳା ପୋଡ଼ା କରୁଛି,  ତେବେ ଆମ୍ବପତ୍ରର ପାଉଁଶ ଲଗାଇଲେ ଜଳାପୋଡ଼ାରୁ ମୁକ୍ତି ମିଳିବ।

ଆଜମା- ଯଦି ଆପଣଙ୍କୁ ଆଜମା ଅଛି ତେବେ ଆମ୍ବ ପତ୍ରର କାଡ଼ା ବନାଇ ପିଅନ୍ତୁ। ଆଜମାରୁ ମୁକ୍ତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story