ମଣିମାଳା ଦେବୀଙ୍କ ପରଲୋକ

ଭୁବନେଶ୍ୱର: ବର୍ଷିୟାନ ଅଭିନେତ୍ରୀ ମଣିମାଳା ଦେବୀଙ୍କର ଆଜି ଅପରାହ୍ନ ପ୍ରାୟ ୨ଟା ୪୫ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଏକାଧିକ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମଣିମାଳାଙ୍କ ପୁଅ ଶଙ୍କର ଘୋଷ କହିଛନ୍ତି,“୧୫ ବର୍ଷ ହେଲାଣି ସେ ପକ୍ଷାଘାତରେ ପୀଡ଼ିତ ଥିଲେ। ୨୦୧୨ରୁ ସେ ଶଯ୍ୟାଶାୟୀ ଥିଲେ। ସେହି ଦିନଠାରୁ ସେ କଥା ବି କହୁ ନ ଥିଲେ। ଛଅ ସାତ […]

manimala-devi

manimala-devi

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 08:07 PM IST

Sports

Latest News

manimalaଭୁବନେଶ୍ୱର: ବର୍ଷିୟାନ ଅଭିନେତ୍ରୀ ମଣିମାଳା ଦେବୀଙ୍କର ଆଜି ଅପରାହ୍ନ ପ୍ରାୟ ୨ଟା ୪୫ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ଏକାଧିକ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।

ମଣିମାଳାଙ୍କ ପୁଅ ଶଙ୍କର ଘୋଷ କହିଛନ୍ତି,“୧୫ ବର୍ଷ ହେଲାଣି ସେ ପକ୍ଷାଘାତରେ ପୀଡ଼ିତ ଥିଲେ। ୨୦୧୨ରୁ ସେ ଶଯ୍ୟାଶାୟୀ ଥିଲେ। ସେହି ଦିନଠାରୁ ସେ କଥା ବି କହୁ ନ ଥିଲେ। ଛଅ ସାତ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।”

ମଣିମାଳା ଦେବୀ ୪୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେଥିରୁ ୧୪ଟି ଫିଲ୍ମ ଜାତୀୟ ପୁରସ୍କାର ପାଇଛି। ‘ଶ୍ରୀ ଲୋକନାଥ’ ଜରିଆରେ ସେ ଫିଲ୍ମ ଜଗତରେ ପାଦ ଥାପି ଥିଲେ। ‘ମାୟା ମିରିଗ’, ‘ସୂର୍ଯ୍ୟମୁଖୀ’,‘ଲକ୍ଷ୍ମୀ’,‘ଜୀବନସାଥୀ’,‘ଅଭିନେତ୍ରୀ’,‘କ୍ଳାନ୍ତ ଅପରାହ୍ନ’,‘କିଛି ସ୍ମୃତି କିଛି ଅନୁଭୂତି’,‘ନିଷିଦ୍ଧ ସ୍ୱପ୍ନ’ ଓ ‘ଅନ୍ଧଦିଗନ୍ତ’ ଭଳି ଫିଲ୍ମ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ସେ ୧୦୦ରୁ ଅଧିକ ନାଟକରେ ମଧ୍ୟ ଅଭିନୟ କରିଥିଲେ।

୨୦୦୦ ମସିହାରେ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର “ଜୟଦେବ ପୁରସ୍କାର” ପ୍ରଦାନ କରାଯାଇଥିଲା।

ଗତକାଲି ତାଙ୍କ ପରଲୋକ ହୋଇଥିବା ନେଇ କିନ୍ତୁ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହା ଭୁଲ୍ ଖବର ଥିଲା। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟ୍ୱିଟ୍ କରି ମଣିମାଳାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଥିଲେ। ଅବଶ୍ୟ ପରେ ସେ ଏହି ଟ୍ୱିଟ୍‌କୁ ହଟାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story