ଏସ୍‌ଆଇଟି ଡିଆଇଜି ଭାବେ ଯୋଗ ଦେଲେ ମନିଷ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ସିବିଆଇ ଏସ୍‌ଆଇଟିରେ ଡିଆଇଜି ଭାବେ ମନିଷ କୁମାର ସିହ୍ନା ଯୋଗ ଦେଇଛନ୍ତି। ସିବିଆଇ ଏସ୍‌ପି ଥିବା ବେଳେ ଚିଟ୍‌ଫଣ୍ଡ ଲିଙ୍କରେ ସାଂସଦ, ବିଧାୟକ, ଆଇନଜୀବୀ, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରି ଏକଦା କୋକୁଆ ଭୟ ସୃଷ୍ଟି କରିଥିବା ମନିଷ ଏବେ ତଦନ୍ତକୁ କିପରି ଆଗକୁ ନେଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମନିଷ ସିବିଆଇ ଏସ୍‌ପି ଥିବା ବେଳେ ୨୦୧୪ ନଭେମ୍ବର ୪ ତାରିଖରେ ନବଦିଗନ୍ତ […]

cbi

cbi

Rakesh Mallick
  • Published: Thursday, 02 March 2017
  • Updated: 02 March 2017, 08:34 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ସିବିଆଇ ଏସ୍‌ଆଇଟିରେ ଡିଆଇଜି ଭାବେ ମନିଷ କୁମାର ସିହ୍ନା ଯୋଗ ଦେଇଛନ୍ତି। ସିବିଆଇ ଏସ୍‌ପି ଥିବା ବେଳେ ଚିଟ୍‌ଫଣ୍ଡ ଲିଙ୍କରେ ସାଂସଦ, ବିଧାୟକ, ଆଇନଜୀବୀ, ବ୍ୟବସାୟୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରି ଏକଦା କୋକୁଆ ଭୟ ସୃଷ୍ଟି କରିଥିବା ମନିଷ ଏବେ ତଦନ୍ତକୁ କିପରି ଆଗକୁ ନେଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ମନିଷ ସିବିଆଇ ଏସ୍‌ପି ଥିବା ବେଳେ ୨୦୧୪ ନଭେମ୍ବର ୪ ତାରିଖରେ ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲାରେ ବିଜେଡି ସାଂସଦ ରାମଚନ୍ଦ୍ର ହାଂସଦାଙ୍କୁ ସିବିଆଇ ଗିରଫ କରିଥିଲେ। ଦୁଇ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ଏବଂ ସୁବର୍ଣ୍ଣ ନାୟକଙ୍କ ସମେତ ୭ ଜଣ ଗିରଫ ହୋଇଥିଲେ।

ସେହିବର୍ଷ ସେପ୍ଟେମ୍ବର ୨୨ ତାରିଖରେ ଅର୍ଥତତ୍ତ୍ୱ ମାମଲାରେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତି, ବିଧାୟକ ପ୍ରଭାତ ତ୍ରିପାଠୀ, ପୋଲିସ୍ ଡିଏସ୍‌ପି ପ୍ରମୋଦ ପଣ୍ଡା, ୩ ନ୍ୟୁଜ୍‌ ଏଡିଟର, ମଡେଲ ଓ ବିଲଡରଙ୍କୁ ମିଶାଇ ୨୦ରୁ ଅଧିକ ଗିରଫ ହୋଇଥିଲେ। ସେହିପରି ସିସୋର ଚିଟ୍‌ଫଣ୍ଡ ମାମଲାରେ ଆଇପିଏସ୍‌ ରାଜେଶ କୁମାର, ସତିଶ ଜଗଭିୟେ, ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ସିବିଆଇ ଡାକି ଜେରା କରିଥିଲା। ଚିଟ୍‌ଫଣ୍ଡ ସଂସ୍ଥା ଓ ରାଜନେତାଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ଶୁଭଙ୍କର ବି ଜେଲ୍‌ ଯାଇଥିଲେ।

ବୋଲ୍ଡ ଡିସିସନ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ଅଫଇସରଙ୍କୁ ଡଠାତ ବଦଳି କରି ଦିଆଯାଇଥିଲା। ମନିଷଙ୍କ ବଦଳି ପରେ ଚିଟ୍‌ଫଣ୍ଡ ତଦନ୍ତ ଥଣ୍ଡା ପଡିଯାଇଥିଲା। ପ୍ରାୟ ଦେଢ ବର୍ଷ ପରେ ମନିଷ ଏସ୍‌ଆଇଟି ଡିଆଇଜି ଭାବେ ପୁଣି ଫେରିଛନ୍ତି।

ଦାୟିତ୍ୱ ନେବା ପରେ ମନିଷ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story