ମନ୍ତ୍ରୀ ପରିଷଦ ବୈଠକରେ ୧୦,୨୩୩ କୋଟିର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ଅନୁମୋଦନ। ସୂଚନା ଅନୁସାରେ ୧୦ ହଜାର ୨୩୩ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇଛି। ଗତବର୍ଷ ଅତିରିକ୍ତ ବଜେଟର ଏହା ଦୁଇଗୁଣରୁ ଅଧିକ। ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ଗରୁତ୍ୱ ଦିଆଯାଇଛି। କୃଷି କ୍ଷେତ୍ର ପାଇଁ ୧୩ଶହ କୋଟିର ବ୍ୟୟବରାଦ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଥିବା ସୂଚନା ମିଳିଛି। ସେହିପରି ବିଆରଜିଏଫ୍ ଓ […]

sachibalaya

sachibalaya

Rakesh Mallick
  • Published: Thursday, 26 November 2015
  • Updated: 27 November 2015, 12:59 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ଅନୁମୋଦନ। ସୂଚନା ଅନୁସାରେ ୧୦ ହଜାର ୨୩୩ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇଛି। ଗତବର୍ଷ ଅତିରିକ୍ତ ବଜେଟର ଏହା ଦୁଇଗୁଣରୁ ଅଧିକ। ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ଗରୁତ୍ୱ ଦିଆଯାଇଛି। କୃଷି କ୍ଷେତ୍ର ପାଇଁ ୧୩ଶହ କୋଟିର ବ୍ୟୟବରାଦ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଥିବା ସୂଚନା ମିଳିଛି। ସେହିପରି ବିଆରଜିଏଫ୍ ଓ ଆଇଏପି ପରି ୮ଟି କେନ୍ଦ୍ରୀୟ ଯୋଜନା ବନ୍ଦ ହୋଇଥିବାରୁ ଏସବୁ ଯୋଜନାକୁ ରାଜ୍ୟ ନିଜ ବଜେଟରୁ ଅର୍ଥ ଖର୍ଚ୍ଚ କରି ଚାଲୁ ରଖିବା ପାଇଁ ଅତିରିକ୍ତ ବଜେଟରେ ବ୍ୟୟ ବରାଦ କରାଯାଇଥିବା ଜଣାପଡିଛି। ତେବେ ଏ ନେଇ ସରକାରୀ ଭାବେ କେହି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story