ହରିୟାଣା ଝିଅ ହେଲେ ଏଫ୍‌ବିବି କଲର୍ସ ଫେମିନା ‘ମିସ୍ ଇଣ୍ଡିଆ ୨୦୧୭’

ମୁମ୍ୱାଇ: ଚଳିତବର୍ଷର ଏଫ୍‌ବିବି କଲର୍ସ ଫେମିନା ‘ମିସ୍ ଇଣ୍ଡିଆ ୨୦୧୭’ର  ତାଜ୍ ଜିତିଛନ୍ତି ହରିୟାଣାର ମନୁଷି ଚିଲ୍ଲର । ଗତକାଲି ୟଶ୍‌ରାଜ ଷ୍ଟୁଡିୟରେ ଆୟୋଜିତ ସମାରୋହରେ ମନୁଷିଙ୍କୁ ଗତବର୍ଷର ବିଜେତା ପ୍ରିୟଦର୍ଶନୀ ଚାଟାର୍ଜୀ ଏଫ୍‌ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୭ ତାଜ୍ ପିନ୍ଧାଇଥିଲେ। ଚଳିତବର୍ଷ ଡିସେମ୍ୱରରେ ଚୀନରେ ହେବାକୁ ଥିବା ମିସ୍ ୱାର୍ଲ୍ଡ ୨୦୧୭ରେ ପ୍ରତିଯୋଗିତାରେ ମନୁଷି ଭାରତର ପ୍ରତିନିଧିତ୍ୱ କରିବେ। ଏହାସହିତ ମନିଷ ମିସ୍ ଫଟୋଜୋନିକ୍ ଆୱାର୍ଡ ମଧ୍ୟ ପାଇଛନ୍ତି। ଏହି ପ୍ରତିଯୋଗିତାର ପ୍ରଥମ […]

miss-india

miss-india

Rakesh Mallick
  • Published: Monday, 26 June 2017
  • Updated: 26 June 2017, 09:46 AM IST

Sports

Latest News

ମୁମ୍ୱାଇ: ଚଳିତବର୍ଷର ଏଫ୍‌ବିବି କଲର୍ସ ଫେମିନା ‘ମିସ୍ ଇଣ୍ଡିଆ ୨୦୧୭’ର  ତାଜ୍ ଜିତିଛନ୍ତି ହରିୟାଣାର ମନୁଷି ଚିଲ୍ଲର । ଗତକାଲି ୟଶ୍‌ରାଜ ଷ୍ଟୁଡିୟରେ ଆୟୋଜିତ ସମାରୋହରେ ମନୁଷିଙ୍କୁ ଗତବର୍ଷର ବିଜେତା ପ୍ରିୟଦର୍ଶନୀ ଚାଟାର୍ଜୀ ଏଫ୍‌ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆ ୨୦୧୭ ତାଜ୍ ପିନ୍ଧାଇଥିଲେ। ଚଳିତବର୍ଷ ଡିସେମ୍ୱରରେ ଚୀନରେ ହେବାକୁ ଥିବା ମିସ୍ ୱାର୍ଲ୍ଡ ୨୦୧୭ରେ ପ୍ରତିଯୋଗିତାରେ ମନୁଷି ଭାରତର ପ୍ରତିନିଧିତ୍ୱ କରିବେ।

ଏହାସହିତ ମନିଷ ମିସ୍ ଫଟୋଜୋନିକ୍ ଆୱାର୍ଡ ମଧ୍ୟ ପାଇଛନ୍ତି।

ଏହି ପ୍ରତିଯୋଗିତାର ପ୍ରଥମ ରନର୍ସ ଅପ୍ ଜମ୍ମୁ-କାଶ୍ମୀରର ସନା ଦୁଆ ହୋଇଥିବା ବେଳେ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ବିହାରର ପ୍ରିୟଙ୍କା କୁମାରୀ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos