ମାଲକାନଗିରି: ଅପହୃତ ୩ ଛାତ୍ରଙ୍କୁ ଛାଡ଼ି ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ଅପହରଣ କରିଥିବା ୩ ଜଣ କଲେଜ ଛାତ୍ରଙ୍କୁ ରବିବାର ମାଓବାଦୀମାନେ ଛାଡ଼ି ଦେଇଛନ୍ତି। ଏହି ତିନି ଛାତ୍ର  ହେଉଛନ୍ତି ଆଦର୍ଶ ପାଟିଲ୍, ବିଳାସ ବାଲାକେ ଓ ଶ୍ରୀକୃଷ୍ଣ। ଶାନ୍ତିର ବାର୍ତ୍ତା ନେଇ ମହାରାଷ୍ଟ୍ର ପୁନେରୁ ଏମାନେ ସାଇକେଲ ରାଲି କରି ଆସିଥିଲେ। ତେବେ କେଉଁ କାରଣରୁ ଏମାନଙ୍କୁ ଅପହରଣ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ବସ୍ତର୍ ଆଇଜି ଏସ୍.ଆର.ପି କଲୋରୀ। ମିଳିଥିବା ସୂଚନା ଅନୁଯାୟୀ, ଭାରତ ଯୋଡ଼ୋ ଅଭିଯାନ […]

three-collage

three-collage

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 11:36 AM IST

Sports

Latest News

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ଅପହରଣ କରିଥିବା ୩ ଜଣ କଲେଜ ଛାତ୍ରଙ୍କୁ ରବିବାର ମାଓବାଦୀମାନେ ଛାଡ଼ି ଦେଇଛନ୍ତି। ଏହି ତିନି ଛାତ୍ର  ହେଉଛନ୍ତି ଆଦର୍ଶ ପାଟିଲ୍, ବିଳାସ ବାଲାକେ ଓ ଶ୍ରୀକୃଷ୍ଣ। ଶାନ୍ତିର ବାର୍ତ୍ତା ନେଇ ମହାରାଷ୍ଟ୍ର ପୁନେରୁ ଏମାନେ ସାଇକେଲ ରାଲି କରି ଆସିଥିଲେ। ତେବେ କେଉଁ କାରଣରୁ ଏମାନଙ୍କୁ ଅପହରଣ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ବସ୍ତର୍ ଆଇଜି ଏସ୍.ଆର.ପି କଲୋରୀ।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ଯୋଡ଼ୋ ଅଭିଯାନ କାର୍ଯ୍ୟକ୍ରମ ଆଧାରରେ ଏହି ତିନି ଛାତ୍ର ମହାରାଷ୍ଟ୍ର, ଛତିଶଗଡ଼ ଓ ଓଡ଼ିଶାର ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଶାନ୍ତିର ବାର୍ତ୍ତା ନେଇ ସାଇକେଲ୍ ରାଲିରେ ବାହାରି ଥିଲେ। ଏହି ତିନି ଛାତ୍ରଙ୍କୁ ଶେଷ ଥର ପାଇଁ ବିଜାପୁରର ବେନ୍ଦ୍ରେ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ତା’ପରଠାରୁ ଗତ ଚାରି ଦିନ ହେଲାଣି ସେମାନଙ୍କ ସଂପର୍କରେ କିଛି ଜଣା ପଡ଼ି ନ ଥିଲା। ପୋଲିସ୍ ନିଖୋଜ ୩ ଛାତ୍ରଙ୍କ ସନ୍ଧାନରେ ଲାଗି ପଡ଼ିଥିଲା।

ଡିସେମ୍ବର ୨୦ ତାରିଖରେ ପୁନେରୁ ସାଇକେଲରେ ଯାତ୍ରା ଆରମ୍ଭ କରିଥିବା ଏହି ତିନି ଛାତ୍ର ଜାନୁଆରୀ ୧୦ ତାରିଖରେ ଓଡ଼ିଶାର ବାଲିମେଳାରେ ପହଞ୍ଚିଥିଲେ। ନାଗପୁରରେ ସେମାନଙ୍କର ଜଣେ ସାଙ୍ଗଙ୍କ ନିକଟକୁ ଆସିଥିବା ଫୋନ୍ କଲରୁ ସେମାନଙ୍କୁ ଅପହରଣ କରାଯାଇଥିବା କଥା ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story