ଅପରେସନ ଗ୍ରୀନ୍ ହଣ୍ଟକୁ ମାଓବାଦୀଙ୍କ ବିରୋଧ:୩ଟି ଜିଲ୍ଲାରେ ବନ୍ଦ ଡାକରା, ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର: ଅପରେସନ ଗ୍ରୀନ ହଣ୍ଟକୁ ମାଓବାଦୀ ବିରୋଧ କରି ନୂଆପଡ଼ା-ମୈନପୁରୀ ଡିଭିଜନ ପକ୍ଷରୁ ଆଜି ତିନୋଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରିଛନ୍ତି  ମାଓବାଦୀ। ବନ୍ଦକୁ ଦୃଷ୍ଟିରେ ରଖି ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ  ଗୁରୁବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଦଣ୍ଡାବାଡ଼ିରେ ମାଓବାଦୀମାନେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ବାପି ସାମନ୍ତ। ପୋଲିସ ଇନଫର୍ମ ସନ୍ଦେହ କରି […]

naxal

naxal

Rakesh Mallick
  • Published: Friday, 08 January 2016
  • Updated: 08 January 2016, 10:08 AM IST

Sports

Latest News

ଭୁବନେଶ୍ୱର: ଅପରେସନ ଗ୍ରୀନ ହଣ୍ଟକୁ ମାଓବାଦୀ ବିରୋଧ କରି ନୂଆପଡ଼ା-ମୈନପୁରୀ ଡିଭିଜନ ପକ୍ଷରୁ ଆଜି ତିନୋଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ଏହି ବନ୍ଦ ପାଳନ କରିଛନ୍ତି  ମାଓବାଦୀ। ବନ୍ଦକୁ ଦୃଷ୍ଟିରେ ରଖି ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷରେ  ଗୁରୁବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଦଣ୍ଡାବାଡ଼ିରେ ମାଓବାଦୀମାନେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ ବାପି ସାମନ୍ତ। ପୋଲିସ ଇନଫର୍ମ ସନ୍ଦେହ କରି ମାଓବାଦୀମାନେ ଏହି ହତ୍ୟା କରିଛନ୍ତି। ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ବାପିଙ୍କ ଘରେ ପଶିଥିଲେ। ସେମାନେ ବାପି ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ଦେଇଥିଲେ। ବାପିଙ୍କୁ ବାନ୍ଧି ଗାଁ ସାରା ବୁଲାଇବା ପରେ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ଦୋକାନରୁ ଜିନିଷପତ୍ର ଲୁଟ୍ କରିବା ସହ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିସହ ତାଙ୍କର ଏକ ୪୦୭ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଛନ୍ତି ମାଓବାଦୀ। ଘଟଣାରେ ସଂପୃକ୍ତ ମାଓବାଦୀ ଅଣଓଡ଼ିଆ ବୋଲି ଜଣାପଡ଼ିଛି।

 ଗତ ଡିସେମ୍ୱର ମାସରେ ଏହି ଅଞ୍ଚଳରେ ମାଓବାଦୀମାନେ ୩ଟି ମୋବାଇଲ୍ ଟାୱାର ପୋଡ଼ିଦେଇଥିଲେ। ଏହି ଘଟଣା ପରେ ସେଠାରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ସେହିପରି ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ମେଲଚ୍ଛାମୁଣ୍ଡା ଥାନା ସର୍ଗିବାହାଲରେ ମାଓବାଦୀମାନେ ଗୋଟିଏ ଠିକାଦାର ସଂସ୍ଥାର କ୍ୟାମ୍ପ ଉପରେ ଆକ୍ରମଣ କରି ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନ୍ ପୋଡ଼ି ଦେଇଥିବା ସୂଚନା ମିଳିଛି। ମାଓବାଦୀମାନେ ସୋହେଲା-ପଦ୍ମପୁର ରାସ୍ତାରେ ଗଛ କାଟି ଅବରୋଧ କରିଥିଲେ। ପୋଲିସ ସେଠାରେ ପହଞ୍ଚି ଗଛକୁ ହଟାଇବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story