ପୋଲିସ୍ ଇନଫର୍ମର ସନ୍ଦେହରେ ୫ ଜଣଙ୍କୁ ନିସ୍ତୁକ ପିଟିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ବର୍ବରତା ଦେଖିବାକୁ ମିଳିଛି। ମାଥିଲି ଥାନା ଅନ୍ତର୍ଗତ ମହୁପଦର ଓ କମାରପାଲ୍ଲୀ ପଞ୍ଚାୟତର ପୋଲିସ୍ ଇନଫର୍ମର ସନ୍ଦେହରେ ଘରୁ ବଳ ପୂର୍ବକ ଉଠାଇ ନେଇ ୫ ଜଣଙ୍କୁ ନିସ୍ତୁକ ପିଟିଛନ୍ତି ମାଓବାଦୀ। ସେମାନେ ହେଲେ ଦେବା ମାଡକାମୀ, ରାମ କବାସୀ, ଉଙ୍ଗା କବାସୀ, ରାମେ ମାଢୀ ଓ ଚୌତନ୍ୟ ମାଢୀ। ୩୦ରୁ ୪୦ ଜଣ ମାଓବାଦୀ ଆସି ସେମାନଙ୍କୁ ଘରୁ ଜବରଦସ୍ତ ନେଇ ଯାଇଥିଲେ। ପରେ ସେମାନଙ୍କୁ ତୁଳସୀ ପାହାଡରେ ପ୍ରଜାକୋର୍ଟରେ […]

maobadi

maobadi

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 03:01 PM IST

Sports

Latest News

ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ବର୍ବରତା ଦେଖିବାକୁ ମିଳିଛି। ମାଥିଲି ଥାନା ଅନ୍ତର୍ଗତ ମହୁପଦର ଓ କମାରପାଲ୍ଲୀ ପଞ୍ଚାୟତର ପୋଲିସ୍ ଇନଫର୍ମର ସନ୍ଦେହରେ ଘରୁ ବଳ ପୂର୍ବକ ଉଠାଇ ନେଇ ୫ ଜଣଙ୍କୁ ନିସ୍ତୁକ ପିଟିଛନ୍ତି ମାଓବାଦୀ। ସେମାନେ ହେଲେ ଦେବା ମାଡକାମୀ, ରାମ କବାସୀ, ଉଙ୍ଗା କବାସୀ, ରାମେ ମାଢୀ ଓ ଚୌତନ୍ୟ ମାଢୀ। ୩୦ରୁ ୪୦ ଜଣ ମାଓବାଦୀ ଆସି ସେମାନଙ୍କୁ ଘରୁ ଜବରଦସ୍ତ ନେଇ ଯାଇଥିଲେ। ପରେ ସେମାନଙ୍କୁ ତୁଳସୀ ପାହାଡରେ ପ୍ରଜାକୋର୍ଟରେ ଦଣ୍ଡ ମାଡ଼ ମରିଥିଲେ। ଏହାଛଡ଼ା ପୋଲିସ ବିରୋଧରେ ମାଓବାଦୀମାନେ  ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ପୋଲିସକୁ ସହଯୋଗ କଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ଧମକ ଦେଇଛନ୍ତି। ଏହି ଘଟଣା ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

ମାଲକାନଗିରି ଏସପି ମିତ୍ରଭାନୁ ମାହାପାତ୍ର କହିଛନ୍ତି,“ଦୁଇ ଦିନ ତଳେ ମହୁପଦର ଓ କମାରପାଲ୍ଲୀ ପଞ୍ଚାୟତର ୫ଜଣଙ୍କୁ ଟାଙ୍ଗରଘାଟି ଏରିଆ କମିଟିର ମାଓବାଦୀମାନେ ଘରୁ ଉଠାଇ ନେଇ ପ୍ରଜାକୋର୍ଟରେ ମାଡ଼ ମାରିଛନ୍ତି। ଲୋକ ସମର୍ଥନ କମୁଥିବାରୁ ମାଓବାଦୀମାନେ ଏପରି କାଣ୍ଡ ଭିଆଇଛନ୍ତି। ଘଟଣାର ତଦନ୍ତ କରାଯାଉଛି। ଛତିଶଗଡ ସହ ମିଶି ସେହି ଅଞ୍ଚଳରେ କମ୍ବିଂ ଅପରେସନ କରାଯାଉଛି।”

ଅପହୃତ ରାମ କବାସୀ କହିଛନ୍ତି, “ରବିବାର ରାତି ପ୍ରାୟ ୧୦ଟାରୁ ୧୧ଟା ଭିତରେ ମାଓବାଦୀମାନେ ମୋତେ ଘରୁ ନେଇଯାଇଥିଲେ। ପ୍ରଜାକୋର୍ଟରେ ମୋତେ ନିସ୍ତୁକ ପିଟିଥିଲେ। ପୋଲିସ୍‌ ଇନଫର୍ମର ସନ୍ଦେହରେ ମତେ ମାଓବାଦୀମାନେ ମାଡ ମାରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story