ଭବାନୀପାଟଣା: ପୂର୍ବତନ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ  

ଭବାନୀପାଟଣା:  କଳାହାଣ୍ଡିର ବିଜେପୁର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ  ତ୍ରିଲୋଚନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ଗଳାକାଟି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟନ୍ତ ମାଝୀ।

ବିଜେପୁର ଥାନା ଅନ୍ତର୍ଗତ ସାପଚଞ୍ଚଳା ନିକଟରେ ଜୟନ୍ତଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି।