ଭବାନୀପାଟଣା: ପୂର୍ବତନ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ  

ଭବାନୀପାଟଣା:  କଳାହାଣ୍ଡିର ବିଜେପୁର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ  ତ୍ରିଲୋଚନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ଗଳାକାଟି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟନ୍ତ ମାଝୀ। ବିଜେପୁର ଥାନା ଅନ୍ତର୍ଗତ ସାପଚଞ୍ଚଳା ନିକଟରେ ଜୟନ୍ତଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି।

maoists

maoists

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 03:09 PM IST

Sports

Latest News

ଭବାନୀପାଟଣା:  କଳାହାଣ୍ଡିର ବିଜେପୁର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ  ତ୍ରିଲୋଚନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ଗଳାକାଟି ହତ୍ୟା କରିଛନ୍ତି। ତାଙ୍କ ନାଁ ଜୟନ୍ତ ମାଝୀ।

ବିଜେପୁର ଥାନା ଅନ୍ତର୍ଗତ ସାପଚଞ୍ଚଳା ନିକଟରେ ଜୟନ୍ତଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos