କ୍ୟାଡର ମାଓବାଦୀ ରାମ ପଡ଼ିଆମୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆଜି ଜଣେ କ୍ୟାଡର ମାଓବାଦୀ ୯ଏମ୍‌ଏମ୍‌ ପିସ୍ତଲ ସହ ଆତ୍ମସର୍ମପଣ କରିଛି। ତା’ ନାଁ  ରାମ ପଡ଼ିଆମୀ।ମାଲକାନଗିରି-ବିଶାଖାପାଟଣା-କୋରାପୁଟ ବର୍ଡର ଡିଭିଜନର କ୍ୟାଡର ମାଓବାଦୀ ଭାବେ ସେ କାର୍ଯ୍ୟ କରୁଥିଲେ। ରାମ ୨୦୧୦ ରୁ ୨୦୧୬ ପର୍ଯ୍ୟନ୍ତ ଏମଭିକେଭି ମାଓ ସଂଗଠନରେ ସାମିଲ ହୋଇ ବହୁ ହିଂସାକାଣ୍ଡରେ ସଂପୃକ୍ତ ଥିବା ପୋଲିସ୍‌ କହିଛି। ପଡ଼ିଆ ବ୍ଲକ ବିସ୍ପୋରଣ,ସିଲାକୋଟା ଏନକାଉଣ୍ଟର, ବିଚ୍ଛିନ୍ନାଞ୍ଚଳରେ ପୋଲିସ୍‌ ଇନଫର୍ମର ସନ୍ଦେହରେ ୬ ଜଣଙ୍କୁ ହତ୍ୟା ଓ […]

mao

mao

Rakesh Mallick
  • Published: Friday, 25 November 2016
  • Updated: 25 November 2016, 07:39 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆଜି ଜଣେ କ୍ୟାଡର ମାଓବାଦୀ ୯ଏମ୍‌ଏମ୍‌ ପିସ୍ତଲ ସହ ଆତ୍ମସର୍ମପଣ କରିଛି। ତା’ ନାଁ  ରାମ ପଡ଼ିଆମୀ।ମାଲକାନଗିରି-ବିଶାଖାପାଟଣା-କୋରାପୁଟ ବର୍ଡର ଡିଭିଜନର କ୍ୟାଡର ମାଓବାଦୀ ଭାବେ ସେ କାର୍ଯ୍ୟ କରୁଥିଲେ।

ରାମ ୨୦୧୦ ରୁ ୨୦୧୬ ପର୍ଯ୍ୟନ୍ତ ଏମଭିକେଭି ମାଓ ସଂଗଠନରେ ସାମିଲ ହୋଇ ବହୁ ହିଂସାକାଣ୍ଡରେ ସଂପୃକ୍ତ ଥିବା ପୋଲିସ୍‌ କହିଛି।

ପଡ଼ିଆ ବ୍ଲକ ବିସ୍ପୋରଣ,ସିଲାକୋଟା ଏନକାଉଣ୍ଟର, ବିଚ୍ଛିନ୍ନାଞ୍ଚଳରେ ପୋଲିସ୍‌ ଇନଫର୍ମର ସନ୍ଦେହରେ ୬ ଜଣଙ୍କୁ ହତ୍ୟା ଓ ପଡ଼ିଆ କଲଭର୍ଟ ବିସ୍ପୋରଣ  ଘଟଣାରେ ସେ ସାମିଲ ଥିଲେ। ତାଙ୍କର ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story