ବାହାଘର ଭାଙ୍ଗି ଦେବାରୁ ପୁଅ ଘର ଲୋକଙ୍କୁ ନିର୍ଦ୍ଧୁମ ଛେଚିଲେ ଝିଅ ପକ୍ଷ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବାହାଘର ଭାଙ୍ଗି ଗଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଝିଅ ଘର ଲୋକେ ପୁଅର ପରିବାର ଲୋକଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି। ଫଳରେ ୬ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଫାଣ୍ଡି କଛାରପାଲି ଗାଁରେ ଘଟିଛି। ଦେଓଗାଁ କଛାରପାଲି ଗାଁର ମଦନ ରଣାଙ୍କ ପୁଅ ସହିତ ଅବଧୂତ ମଦନପାଲି ପଡ଼ାର ବଳରାମ ରଣାଙ୍କ ଝିଅଙ୍କ ବାହାଘର ଠିକ୍‌ ହୋଇଥିଲା। ମାତ୍ର କୌଣସି କାରଣରୁ ବାହାଘରଟି […]

bolangri

bolangri

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 11:11 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବାହାଘର ଭାଙ୍ଗି ଗଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଝିଅ ଘର ଲୋକେ ପୁଅର ପରିବାର ଲୋକଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି। ଫଳରେ ୬ ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଫାଣ୍ଡି କଛାରପାଲି ଗାଁରେ ଘଟିଛି।

ଦେଓଗାଁ କଛାରପାଲି ଗାଁର ମଦନ ରଣାଙ୍କ ପୁଅ ସହିତ ଅବଧୂତ ମଦନପାଲି ପଡ଼ାର ବଳରାମ ରଣାଙ୍କ ଝିଅଙ୍କ ବାହାଘର ଠିକ୍‌ ହୋଇଥିଲା। ମାତ୍ର କୌଣସି କାରଣରୁ ବାହାଘରଟି ଭାଙ୍ଗି ଯାଇଥିଲା। ଏହାକୁ ନେଇ ଦୁଇ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ରାତିରେ ଝିଅ ଘର ଲୋକେ ଏକ ବୋଲେରୋରେ ଆସି ମଦନ ରଣାଙ୍କୁ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ମଦନଙ୍କୁ ବଞ୍ଚାଇବାକୁ ଯାଇ ପରିବାର ଲୋକେ ୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ମଦନଙ୍କ ବଡ଼ପୁଅ ସଲିଟ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଦେଓଗାଁ ଫାଣ୍ଡି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story