କାର୍ଡ଼ରେ ବାହାଘର ବଜେଟ୍‌: ଝିଅ ବାହାଘର କାର୍ଡ଼ରେ ବାପା ଲେଖିଲେ ଖର୍ଚ୍ଚ ତାଲିକା, ପଢନ୍ତୁ କାହା ପାଇଁ କେତେ

ଭୋପାଳ: ଭାରତରେ ବିବାହକୁ ଧୂମଧାମରେ ପାଳନ କରାଯାଇଥାଏ। ଏଥିରେ ସବୁ ରୀତି ନୀତିକୁ ପାଳନ କରାଯାଇଥାଏ। ଏହି ପରମ୍ପରା କେଉଁ କାଳରୁ ପାଳନ ହୋଇଆସୁଛି। କିନ୍ତୁ ଏହା ଭିତରେ ଆଉ ଏକ ପରମ୍ପରା ଝିଅ ଘର ପାଇଁ ଅଭିଶାପରେ ପରିଣତ ହୋଇଯାଇଛି। ଏହାକୁ ଯୌତୁକ କୁହାଯାଏ। ଆମ ସମାଜରେ ଯେଉଁ ବାପ ଯୌତୁକ ଦେଇପାରୁ ନାହିଁ, ତାଙ୍କ ଝିଅ ବାହା ହୋଇପାରୁନାହିଁ। ଏପରିକି ଅନେକ ସମୟରେ ବିବାହ ପରେ ଯୌତୁକ ଦେଇ ନଥିବାରୁ ଶ୍ୱଶୁର ଘର ଲୋକେ […]

fat

fat

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 08:45 AM IST

Sports

Latest News

ଭୋପାଳ: ଭାରତରେ ବିବାହକୁ ଧୂମଧାମରେ ପାଳନ କରାଯାଇଥାଏ। ଏଥିରେ ସବୁ ରୀତି ନୀତିକୁ ପାଳନ କରାଯାଇଥାଏ। ଏହି ପରମ୍ପରା କେଉଁ କାଳରୁ ପାଳନ ହୋଇଆସୁଛି। କିନ୍ତୁ ଏହା ଭିତରେ ଆଉ ଏକ ପରମ୍ପରା ଝିଅ ଘର ପାଇଁ ଅଭିଶାପରେ ପରିଣତ ହୋଇଯାଇଛି। ଏହାକୁ ଯୌତୁକ କୁହାଯାଏ। ଆମ ସମାଜରେ ଯେଉଁ ବାପ ଯୌତୁକ ଦେଇପାରୁ ନାହିଁ, ତାଙ୍କ ଝିଅ ବାହା ହୋଇପାରୁନାହିଁ। ଏପରିକି ଅନେକ ସମୟରେ ବିବାହ ପରେ ଯୌତୁକ ଦେଇ ନଥିବାରୁ ଶ୍ୱଶୁର ଘର ଲୋକେ ନବ ବଧୂକୁ ହତ୍ୟା କରିଦେଉଛନ୍ତି। ଏପରି ଖବର ଆଜି କାଲି ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଯାହାଫଳରେ ସମାଜରେ କନ୍ୟା ଭ୍ରୂଣ ହତ୍ୟା କରାଯାଉଛି। ଜନ୍ମ ପୂର୍ବରୁ ମାଆ ଗର୍ଭରେ କନ୍ୟା ଭ୍ରୂଣକୁ ହତ୍ୟା କରାଯାଉଛି। ବାପା-ମାଆମାନେ ଝିଅଙ୍କୁ କଳଙ୍କ ବୋଲି ଭାବୁଛନ୍ତି। ସେଥିପାଇଁ ଗରିବ ବାପା-ମାଆମାନେ ଝିଅ ଜନ୍ମ କରି ଏପରି (ଯୌତୁକ) ରୂପୀ ରାକ୍ଷସ ହାବୁଡ଼ରେ ପଡ଼ିବାକୁ ଚାହୁଁନାହାନ୍ତି। କିନ୍ତୁ ଆଜି ଆଜି ଆମ ସମାଜରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଝିଅ ଜନ୍ମ କରି ବିନା ଯୌତୁକରେ ବାହାଘର କରିଛନ୍ତି। ଏପରିକି ବିବାହ କାର୍ଡ଼ରେ ବିବାହର ପୂରା ଖର୍ଚ୍ଚକୁ ଲେଖିଛନ୍ତି। ଏପରି ଘଟଣା ମଧ୍ୟପ୍ରଦେଶରେ ଘଟିଛି। ଯାହା ଏବେ ସେହି ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ମଧ୍ୟପ୍ରଦେଶର ଗୌଆଲିୟର ଗାଁର ଗୁଜ୍ଜର ସମାଜର ଜଣେ ଝିଅର ବାହାଘର ଗତ ୨୦ ତାରିଖରେ ସମାପନ ହୋଇଛି। ଏହି ବାହାଘର କେଉଁ ବାବୁଙ୍କ ଝିଅର ବାହାଘର ନୁହେଁ। କିନ୍ତୁ ଏହି ବାହାଘରକୁ ନେଇ ସମଗ୍ର ରାଜ୍ୟରେ ଆଲୋଚନା ହେଉଛି। ଏହା ପଛରେ ଏକ କାରଣ ରହିଛି। କଥା ହେଉଛି ଝିଅ ବାହାଘର ପାଇଁ ପ୍ରିଣ୍ଟିଂ କରାଯାଥିବା ନିମନ୍ତ୍ରଣ ପତ୍ରରେ ବାହାଘରର ସମସ୍ତ ଖର୍ଚ୍ଚ ଲେଖାଯାଇଛି। ଏହାଛଡ଼ା ମଦ ପିଇ ବିହାଘରକୁ ଆସିବାକୁ ମନା କରାଯାଇଛି। ଏପରିକି ମଦ ମୁକ୍ତ ସମାଜ ପରି ଯୌତୁକ ମୁକ୍ତ ସମାଜ ଗଠନ ପାଇଁ କାର୍ଡ଼ରେ ବାର୍ତ୍ତା ଦିଆଯାଇଛି।

କାର୍ଡରେ କ’ଣ ଲେଖାଯାଇଛି

ବିବାହ କରିବା ପାଇଁ ଆସିଥିବା ପଣ୍ଡିତ ଦକ୍ଷୀଣା ସ୍ୱରୁପ ନେବେ ୧୧୦୦ ଟଙ୍କା। ବିବାହ ସମୟରେ ଥାଳିରେ ରହିବ ୫୧୦୦ ଟଙ୍କା, ମୁହଁଚୁଆ ବାବଦକୁ ୧୧୦୦, ଦୁଆର ବନ୍ଧ ପାଖରେ ନଣନ୍ଦଙ୍କୁ ବୁଝାଇବା ପାଇଁ ୧୧୦୦, ଭାତ ବାବଦକୁ ୫୧୦୦ ଟଙ୍କା, ମାଳା ପାଇଁ ୧୦, ତିଳକ ପାଇଁ ୫୦ ଟଙ୍କା, ପାନ ପାଇଁ ୧୧୦୦, ୫ଟି ବାସନ, କୁଲର, ଆଲମିରା ଓ ପଲଙ୍କ ଆଦି ନିମନ୍ତ୍ରଣ କାର୍ଡ଼ରେ ଲେଖାଯାଇଛି। ବାହାଘରକୁ ଆସିଥିବା ବରଯାତ୍ରୀଙ୍କୁ କେବଳ ସ୍ୱାଗତ କରାଯିବ ବୋଲି ମଧ୍ୟ କାର୍ଡ଼ରେ ଲେଖାଯାଇଛି। ଏହାଛଡ଼ା ଯୌତୁକ ନନେବା ପାଇଁ ମରାମର୍ଶ ଦିଆଯାଇଛି। ନିଜ ଝିଅକୁ ବୋଝ ବୋଲି କେବେ ଭାବନ୍ତୁ ନାହିଁ। ଝିଅମାନଙ୍କୁ ସମ୍ମାନ କରନ୍ତୁ ବୋଲି କାର୍ଡ଼ରେ ଲେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story