ମରୁଡ଼ି ଅଞ୍ଚଳରେ ଚାଷୀଙ୍କଠାରୁ ଋଣ ଆଦାୟ ସ୍ଥଗିତ ରଖିବାକୁ ସମବାୟ ସମିତି ଓ ବ୍ୟାବସାୟିକ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ସମବାୟ ସମିତିଗୁଡ଼ିକ ଋଣ ଆଦାୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକୁ ବି ଅନୁରୂପ ପଦକ୍ଷେପ ନେବାକୁ କୁହାଯାଇଛି। ଆଜି ମରୁଡ଼ି ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହିତ ମରୁଡି ପ୍ରଭାବିତ ଅଞ୍ଚଳରେ ଜଳକର ଛାଡ଼ କରିବାକୁ ସେ ଘୋଷଣା କରିଛନ୍ତି। ସେହିଭଳି ଏମଜିଏନଆରଜିଏସର ପାରିଶ୍ରମିକ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଚାଷୀ […]

cm

cm

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 01:56 PM IST

Sports

Latest News

mayurbhanja-marudiଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳରେ ସମବାୟ ସମିତିଗୁଡ଼ିକ ଋଣ ଆଦାୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକୁ ବି ଅନୁରୂପ ପଦକ୍ଷେପ ନେବାକୁ କୁହାଯାଇଛି। ଆଜି ମରୁଡ଼ି ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାସହିତ ମରୁଡି ପ୍ରଭାବିତ ଅଞ୍ଚଳରେ ଜଳକର ଛାଡ଼ କରିବାକୁ ସେ ଘୋଷଣା କରିଛନ୍ତି। ସେହିଭଳି ଏମଜିଏନଆରଜିଏସର ପାରିଶ୍ରମିକ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ବଢ଼ି ଚାଲିଥିବାରୁ ରାଜସ୍ୱ, କୃଷି ଓ ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ମିଳିତ ଭାବେ ମରୁଡ଼ି ଅଞ୍ଚଳ ପରିଦର୍ଶନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।ଏହି ଅଧିକାରୀମାନେ ଚାଷୀଙ୍କୁ ସରକାରଙ୍କ ପ୍ୟାକେଜ ସମ୍ପର୍କରେ ଅବଗତ କରିବା ସହ ଆତ୍ମହତ୍ୟା ନ କରିବାକୁ ପ୍ରବର୍ତ୍ତାଇବେ। ସେହିଭଳି ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲ୍ଲାପାଳମାନଙ୍କୁ ବ୍ୟାଙ୍କର୍ସ ସହ ମିଟିଂ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story