ମରୁଡ଼ି ସ୍ଥିତି ଅନୁଧ୍ୟାନ ଶେଷ, ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପରେ ଆଜି ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରୁଛି କେନ୍ଦ୍ରୀୟ ଟିମ୍। ଆଜି ସଚିବାଳୟରେ  ମୁଖ୍ୟ ଶାସନ ସଚିବଙ୍କ ସହ ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଲୋଚନା କରୁଛନ୍ତି। ବୈଠକରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଗତ ଦୁଇ ଦିନ ଧରି ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମର ସରଜମିନ୍ ତଦନ୍ତ ଶେଷ ହୋଇଛି। ମରୁଡ଼ି ପ୍ରଭାବିତ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ପରେ ଆଜି କେନ୍ଦ୍ରୀୟ ଟିମ୍ […]

kandra tim

kandra tim

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 06:43 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ଅନୁଧ୍ୟାନ ପରେ ଆଜି ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରୁଛି କେନ୍ଦ୍ରୀୟ ଟିମ୍। ଆଜି ସଚିବାଳୟରେ  ମୁଖ୍ୟ ଶାସନ ସଚିବଙ୍କ ସହ ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଲୋଚନା କରୁଛନ୍ତି। ବୈଠକରେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଗତ ଦୁଇ ଦିନ ଧରି ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମର ସରଜମିନ୍ ତଦନ୍ତ ଶେଷ ହୋଇଛି। ମରୁଡ଼ି ପ୍ରଭାବିତ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ପରେ ଆଜି କେନ୍ଦ୍ରୀୟ ଟିମ୍ ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗତ ଦୁଇ ଦିନ ଧରି ମରୁଡ଼ି ସ୍ଥିତିର ଅନୁଧ୍ୟାନ କରିଥିବା ଏହି ଟିମର ସଦସ୍ୟ ମାନେ ବରଗଡ଼ ଜିଲ୍ଲାର ପଦ୍ମପୁର, ଗାଇସିଲେଟ୍, ବିଜେପୁର ଓ ସୋହେଲା ବ୍ଲକ୍, ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଓ କୋମନା ବ୍ଲକ୍ ଏବଂ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇଥିଲେ। ଏସବୁ ସ୍ଥାନକୁ ଯାଇ ଜିଲ୍ଳାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଟିମର ସଦସ୍ୟ ମାନେ।

୨୩ ତାରିଖରେ ଅନ୍ତରୀଣ ରିପୋର୍ଟ ଆଧାରରେ ୨୫ଟି ମରୁଡିଗ୍ରସ୍ତ ଜିଲ୍ଲା ପାଇଁ କେନ୍ଦ୍ର ନିକଟରେ ୧୬ଶହ ୮୭ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ ରାଜ୍ୟ ସରକାର। ଶୁକ୍ରବାର ଆଉ ୫୧୧ କୋଟି ଟଙ୍କା ବଢ଼ାଇ ମୋଟ ୨ ହଜାର ୧୯୯ କୋଟି ଟଙ୍କାର ସହାୟତା ପାଇଁ ଦାବି କରିଛନ୍ତି ରାଜ୍ୟ ସରକାର। ସେହିପରି ପୂର୍ବ ରିପୋର୍ଟରେ ରାଜ୍ୟର ୨୫ଟି ଜିଲ୍ଲାର ୧୭୩ ବ୍ଲକ ମରୁଡ଼ି ପ୍ରଭାବିତ ବୋଲି ଦର୍ଶାଯାଇଥିଲା ବେଳେ ଏବେ ୨୬ଟି ଜିଲ୍ଲାର ୨୧୫ଟି ବ୍ଲକ ମରୁଡ଼ି ପ୍ରଭାବିତ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story