ମାସକ ମଧ୍ୟରେ ଚାଷୀଙ୍କୁ ଫସଲବୀମା ଦିଆ ନ ଗଲେ ଆନ୍ଦୋଳନ କରିବ କିଷାନ କ୍ଷେତ ମଜଦୁର କଂଗ୍ରେସ

ଭୁବନେଶ୍ୱର: ମାସକ ମଧ୍ୟରେ ଚାଷୀଙ୍କୁ ଯଦି ଫସଲବୀମା ସହାୟତା ଯୋଗାଇ ଦିଆନଯାଏ ତା’ହେଲେ କିଷାନ କ୍ଷେତ ମଜଦୁର କଂଗ୍ରେସ ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି  ଚେତାବନୀ ଦେଇଛି। ଗତକାଲି କଂଗ୍ରେସ ଭବନରେ  ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଗତ ଖରିଫ୍‌ ସିଜିନ୍‌ରେ ଫସଲ ବୀମା ଯୋଜନା ଅନୁଯାୟୀ ରାଜ୍ୟର ୨୧ ଲକ୍ଷ ୫୨ ହଜାର ୫୯୦ ଚାଷୀ ପ୍ରିମିୟମ ଜମା କରିଥିଲେ। ମାତ୍ର ମରୁଡ଼ି ଘୋଷଣା ସତ୍ତ୍ୱେ ଏଯାଏଁ […]

congress

congress

Rakesh Mallick
  • Published: Friday, 22 July 2016
  • Updated: 22 July 2016, 08:29 AM IST

Sports

Latest News

ଭୁବନେଶ୍ୱର: ମାସକ ମଧ୍ୟରେ ଚାଷୀଙ୍କୁ ଯଦି ଫସଲବୀମା ସହାୟତା ଯୋଗାଇ ଦିଆନଯାଏ ତା’ହେଲେ କିଷାନ କ୍ଷେତ ମଜଦୁର କଂଗ୍ରେସ ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି  ଚେତାବନୀ ଦେଇଛି। ଗତକାଲି କଂଗ୍ରେସ ଭବନରେ  ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ଗତ ଖରିଫ୍‌ ସିଜିନ୍‌ରେ ଫସଲ ବୀମା ଯୋଜନା ଅନୁଯାୟୀ ରାଜ୍ୟର ୨୧ ଲକ୍ଷ ୫୨ ହଜାର ୫୯୦ ଚାଷୀ ପ୍ରିମିୟମ ଜମା କରିଥିଲେ। ମାତ୍ର ମରୁଡ଼ି ଘୋଷଣା ସତ୍ତ୍ୱେ ଏଯାଏଁ ସହାୟତା ରାଶି ମିଳିନି । ପଞ୍ଚାୟତ  ପରିବର୍ତ୍ତେ ରାଜସ୍ୱ ଗ୍ରାମକୁ ଏକକ ଫସଲ ବୀମା ୟୁନିଟ୍‌ ଭାବେ ଗ୍ରହଣ କରିବା ସହ ବୀମା ପଞ୍ଜିକରଣ ତାରିଖ ୩୧କୁ ବଢ଼ାଯାଉ ବୋଲି ଦାବି କରାଯାଇଛି।

ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କୃଷକ ସେଲ୍‌ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story