ଫେବୃଆରୀ ୨୮ରେ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ବର୍ଷ ଫେବୃଆରୀ ୨୮ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ମାର୍ଚ୍ଚ ୧୦ ତାରିଖରେ ପରୀକ୍ଷା ଶେଷ ହେବ। ଏଥିପାଇଁ ନଭେମ୍ୱର ପ୍ରଥମ ସପ୍ତାହରେ ଫର୍ମ ପୂରଣ କରାଯିବ ବୋଲି ଆଜି ବସିଥିବା ବୋର୍ଡ କମିଟି ବୈଠକ ପରେ ସଭାପତି ସୁଶାନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି।  ସଂସ୍କୃତ ମଧ୍ୟମା ପରୀକ୍ଷା ମଧ୍ୟ ଫେବୃଆରୀ ୨୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ରେ ସରିବ ବୋଲି ସେ କହିଛନ୍ତି। ଏବର୍ଷ ୬ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ […]

matric-exam

matric-exam

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 07:01 PM IST

Sports

Latest News

matric-examଭୁବନେଶ୍ୱର: ଆସନ୍ତା ବର୍ଷ ଫେବୃଆରୀ ୨୮ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ମାର୍ଚ୍ଚ ୧୦ ତାରିଖରେ ପରୀକ୍ଷା ଶେଷ ହେବ। ଏଥିପାଇଁ ନଭେମ୍ୱର ପ୍ରଥମ ସପ୍ତାହରେ ଫର୍ମ ପୂରଣ କରାଯିବ ବୋଲି ଆଜି ବସିଥିବା ବୋର୍ଡ କମିଟି ବୈଠକ ପରେ ସଭାପତି ସୁଶାନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି।  ସଂସ୍କୃତ ମଧ୍ୟମା ପରୀକ୍ଷା ମଧ୍ୟ ଫେବୃଆରୀ ୨୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ରେ ସରିବ ବୋଲି ସେ କହିଛନ୍ତି।

ଏବର୍ଷ ୬ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଆଜି ମାଟ୍ରିକ୍‌ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗର ବୈଠକ ବସିଥିଲା। ବୈଠକ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, “ମାଟ୍ରିକ୍‌ ପରୀକ୍ଷା ଫେବୃଆରୀ ଶେଷରୁ ମାର୍ଚ୍ଚ ମାସରେ ପଡୁଥିବା ଦୋଳ ପୂର୍ଣ୍ଣିମା ପୂର୍ବରୁ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ସଂସ୍କୃତର ମଧ୍ୟମା ପରୀକ୍ଷା ମଧ୍ୟ ସେହି ସମୟରେ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story