ଆଜି ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ଭୁବନେଶ୍ୱର: ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇବ। ସକାଳ ୧୦ଟାରେ ଏହି ପରୀକ୍ଷାଫଳ ପ୍ରକାଶ ପାଇବ। ବୋର୍ଡ ୱେବସାଇଟ   WWW.BSEODISHA.AC.INରେ ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ। ସକାଳ ୯ଟାରେ ବୋର୍ଡ ପରୀକ୍ଷା କମିଟି ବୈଠକ ପରେ ୯ଟା ୩୦ରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିବେ ସୂଚନା ରହିଛି। ସେହିପରି ସମାନ ସମୟରେ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ୧୧ ହଜାର ୫୪୭ […]

10th

10th

Rakesh Mallick
  • Published: Friday, 07 July 2017
  • Updated: 07 July 2017, 07:27 AM IST

Sports

Latest News

ଭୁବନେଶ୍ୱର: ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇବ। ସକାଳ ୧୦ଟାରେ ଏହି ପରୀକ୍ଷାଫଳ ପ୍ରକାଶ ପାଇବ। ବୋର୍ଡ ୱେବସାଇଟ   WWW.BSEODISHA.AC.INରେ ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ। ସକାଳ ୯ଟାରେ ବୋର୍ଡ ପରୀକ୍ଷା କମିଟି ବୈଠକ ପରେ ୯ଟା ୩୦ରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିବେ ସୂଚନା ରହିଛି।

ସେହିପରି ସମାନ ସମୟରେ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ୧୧ ହଜାର ୫୪୭ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ଓପନ୍ ସ୍କୁଲ ପରୀକ୍ଷା ଦେଇଛନ୍ତି ୧୩ ହଜାର ୩୯୬ ପରୀକ୍ଷାର୍ଥୀ। ଏନେଇ  ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos