ମେ’ ଓ ଜୁନ୍‌ରେ ବିଦ୍ୟୁତ କାଟ୍‌ ନେଇ ଅନିଶ୍ଚିତତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଦ୍ୟୁତ ଚିନ୍ତା ଘାରିଛି । ମେ’ ଓ ଜୁନ୍‌ ମାସରେ ପାୱାରକଟ୍‌ ହେବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏ ଦୁଇ ମାସରେ ପିକ୍‌ ଆୱାରରେ ଆବଶ୍ୟକ ବିଦ୍ୟୁତ କେଉଁଠୁ ଆସିବ ସେ ନେଇ ତର୍ଜମା ଆରମ୍ଭ କରିଛନ୍ତି ସରକାର। ଚଳିତ ମାସ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଶକ୍ତି ବିଭାଗର ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ଜଳସମ୍ପଦ ବିଭାଗ, ଓଏଚ୍‌ପିସି ଓ ଗ୍ରୀଡକୋର ଅଧିକାରୀମାନେ […]

electric

electric

Rakesh Mallick
  • Published: Monday, 04 April 2016
  • Updated: 05 April 2016, 02:36 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଦ୍ୟୁତ ଚିନ୍ତା ଘାରିଛି । ମେ’ ଓ ଜୁନ୍‌ ମାସରେ ପାୱାରକଟ୍‌ ହେବ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏ ଦୁଇ ମାସରେ ପିକ୍‌ ଆୱାରରେ ଆବଶ୍ୟକ ବିଦ୍ୟୁତ କେଉଁଠୁ ଆସିବ ସେ ନେଇ ତର୍ଜମା ଆରମ୍ଭ କରିଛନ୍ତି ସରକାର। ଚଳିତ ମାସ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଶକ୍ତି ବିଭାଗର ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ଜଳସମ୍ପଦ ବିଭାଗ, ଓଏଚ୍‌ପିସି ଓ ଗ୍ରୀଡକୋର ଅଧିକାରୀମାନେ ଯୋଗ ଦେବେ। ପାୱାର ବ୍ୟାଙ୍କିଂ ମାଧ୍ୟମରେ ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରୁ ୪୦୦ମେଗାୱାଟ୍ ବିଦ୍ୟୁତ ଆଣିବା ନେଇ ବୈଠକରେ ଆଲୋଚନା ହେବ।

ଏନେଇ ଶକ୍ତି ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ କହିଛନ୍ତି,“ବିଦ୍ୟୁତ ସମସ୍ୟାକୁ ନେଇ ଏକ ବୈଠକ ଚଳିତ ମାସ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ଧାର୍ଯ୍ୟ କରାଯାଇଛି। ମେ’ ଓ ଜୁନ୍‌ ମାସରେ କେଉଁଠୁ ବିଦ୍ୟୁତ ଆଣିବୁ ସେନେଇ ଏହି ବୈଠକରେ ଆଲୋଚନା ହେବ। କିପରି ଉପଭୋକ୍ତାଙ୍କ ନିକଟରେ ୨୪x୭ ବିଦ୍ୟୁତ ପହଞ୍ଚା ଯାଇପାରିବ ସେନେଇ ଆଲୋଚନା କରାଯିବ।”

ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ବି ଅନେକସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଛି। ତେବେ ଆସନ୍ତା ମାସରୁ ବିଦ୍ୟୁତ କାଟ୍ ହେବ ନା ନାହିଁ ତାକୁ ନେଇ ଆଶଙ୍କାରେ ରହିଛନ୍ତି ଉପଭୋକ୍ତା। ମେ’ ଓ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପିକ୍‌ ଆୱାରରେ ୪୧୦୦ ମେଗାୱାଟରୁ ଅଧିକ ବିଦ୍ୟୁତର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ରାଜ୍ୟର ପିକ୍‌ଆୱାରରେ ୩,୭୦୦ରୁ ୪,୧୦୦ ମେଗାୱାଟ୍‌ ବିଦ୍ୟୁତ ଆବଶ୍ୟକ ପଡୁଛି। ସରକାର ପାୱାର ବ୍ୟାଙ୍କିଂ ମାଧ୍ୟମରେ ପଞ୍ଜାବ ଓ ଦିଲ୍ଲୀରୁ ୫୦୦ ମେଗାୱାଟ ବିଦ୍ୟୁତ ଆଣି ଚାହିଦା ମେଣ୍ଟାଉଛନ୍ତି। ତେବେ ଆଗକୁ କିଭଳି ରାଜ୍ୟ ସରକାର ବିଦ୍ୟୁତ ପରିଚାଳନା କରିବେ ତାଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story