ଦୁଗ୍ଧ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବା ଦାବିରେ ରାଜଧାନୀରେ ଦୁଗ୍ଧ ଚାଷୀଙ୍କ ଧାରଣା

ଭୁବନେଶ୍ୱର: ରାଜଧାନୀରେ ଦୁଗ୍ଧ ଚାଷୀମାନେ ଓମଫେଡ୍ ବିରୋଧରେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଦୁଗ୍ଧ ଚାଷୀଙ୍କ ସମସ୍ୟାର ସମାଧାନ, ଲିଟର ପିଛା ଦୁଗ୍ଧ ମୂଲ୍ୟ ୩୦ ଟଙ୍କା ସହ ମିଡ଼-ଡେ-ମିଲ୍, ଅଙ୍ଗନବାଡି ଓ ଗର୍ଭବତୀ ମହିଳାଙ୍କୁ ଦୁଗ୍ଧ ଯୋଗାଇବା ଓ  ଦୁଗ୍ଧ ଚାଷୀଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ଆଜି ଓଡ଼ିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତିର ଶତାଧିକ ଦୁଗ୍ଧ ଚାଷୀ ଲୋୟର ପିଏଜିରେ ଧାରଣା ଦେଇଛନ୍ତି। ସମିତି ପକ୍ଷରୁ  ଲୋକମାନଙ୍କୁ […]

milk

milk

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 09:27 AM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଦୁଗ୍ଧ ଚାଷୀମାନେ ଓମଫେଡ୍ ବିରୋଧରେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଦୁଗ୍ଧ ଚାଷୀଙ୍କ ସମସ୍ୟାର ସମାଧାନ, ଲିଟର ପିଛା ଦୁଗ୍ଧ ମୂଲ୍ୟ ୩୦ ଟଙ୍କା ସହ ମିଡ଼-ଡେ-ମିଲ୍, ଅଙ୍ଗନବାଡି ଓ ଗର୍ଭବତୀ ମହିଳାଙ୍କୁ ଦୁଗ୍ଧ ଯୋଗାଇବା ଓ  ଦୁଗ୍ଧ ଚାଷୀଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ଆଜି ଓଡ଼ିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତିର ଶତାଧିକ ଦୁଗ୍ଧ ଚାଷୀ ଲୋୟର ପିଏଜିରେ ଧାରଣା ଦେଇଛନ୍ତି। ସମିତି ପକ୍ଷରୁ  ଲୋକମାନଙ୍କୁ ମାଗଣା ଦୁଗ୍ଧ ପ୍ରଦାନ କରିଯାଇଛି ଏହା  ସହ  ରାସ୍ତାରେ ଦୁଗ୍ଧ  ମଧ୍ୟ ଢଳାଯାଇଛି।

ଜଣେ ଦୁଗ୍ଧ ଚାଷୀ କହିଛନ୍ତି, “ଓମଫେଡ୍ କ୍ଷୀର ନ ନେବାରୁ ଆମେ ଆଜି ଧାରଣା ଦେଇଛୁ।  ଯଦି ଓମଫେଡ୍ କ୍ଷୀର ନ ନେବ ତାହାହେଲେ ଆମେ କ୍ଷୀର କାହାକୁ ଦେବୁ? କ୍ଷୀର ବିକ୍ରି କରି ଆମେ ପରିବାର ପୋଷଣ କରୁଛୁ।”

ଆଉ ଜଣେ ଦୁଗ୍ଧ ଚାଷୀ କହିଛନ୍ତି, “କ୍ଷୀରର ଠିକ୍ ମୂଲ୍ୟ ଆମକୁ ମିଳୁନାହିଁ। ଓମଫେଡ୍ ଆମ କ୍ଷୀର ଠିକ୍ ସେ ନେଉନାହିଁ। ସେଥିପାଇଁ ଆମେ ବହୁତ ହଇରାଣ ହେଉଛୁ। ଗୋରୁ ଗାଈମାନଙ୍କୁ ଖାଇବାକୁ ଦେଇପାରୁନାହୁଁ।”

ଓଡ଼ିଶା ଦୁଗ୍ଧ ଉତ୍ପାଦକ ସଂଗ୍ରାମ ସମିତିର ସଭାପତି କହିଛନ୍ତି, “ଆଜି ଆମେ ମହାମହିମ ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରିବୁ। ଆମେ ଗତ ୨୦ ତାରିଖଠାରୁ ଆନ୍ଦୋଳନ ଜାରି ରଖିଛୁ। ଆମ କଥା କେହି ଶୁଣୁ ନାହାନ୍ତି। ଆମ ଦାବି କରୁଛୁ ମଧ୍ୟାହ୍ନ  ଭୋଜନ ଓ ମମତା ଯୋଜନାରେ କ୍ଷୀରକୁ ସାମିଲ କରାଯାଉ। କ୍ଷୀରର ସର୍ବନିମ୍ନ ମୂଲ୍ୟ ୩୦ ଟଙ୍କା ରଖାଯାଉ।  ବର୍ଷ ତମାମ  ଦୁଗ୍ଧ ଚାଷୀଙ୍କ ପାଖରୁ  କ୍ଷୀର ସଂଗ୍ରହ କରାଯାଉ।  ସରକାର ଯଦି ଆମ ଦାବି ନ ଶୁଣନ୍ତି ଆମେ ରାଜ୍ୟପାଳଙ୍କୁ ଜଣାଇବୁ ଓ ଆଗାମୀ ଦିନରେ ଦୁଗ୍ଧ ଓମଫେଡ୍‌କୁ ଦେବୁ ନାହିଁ। ଆମେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଛୁ। ଏହା ପରେ ଆମେ ଦିଲ୍ଲୀରେ ଧାରଣା ଦେବାକୁ ମଧ୍ୟ ପଛାଇବୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story